• About
  • Contact
Wednesday, September 23, 2026
Wednesday, September 23, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସତେ କି ମୋ ଭାଗ୍ୟ ହେବ

ସତେ କି ମୋ ଭାଗ୍ୟ ହେବ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୭ ଜାନୁଆରୀ ୨୦୨୩

ସତେ କି ମୋ ଭାଗ୍ୟ ହେବ
ରତ୍ନ ସିଂହାସନେ ଦେଖା ମିଳିବ
ହେ ପତିତବନ୍ଧୁ
ତୁଳସୀ ବାସ ବାସିବ
ହେ ପତିତବନ୍ଧୁ.

ଚନ୍ଦନଅର୍ଗଳୀ ପାଶେ
କର୍ପୁର ଚନ୍ଦନ ଆହା କି ବାସେ
ହେ ପତିତବନ୍ଧୁ
ଚକାଆଖି ଭଲେ ଦିଶେ
ହେ ପତିତବନ୍ଧୁ.

ସ୍ନାନଜଳ ପାଉଥିବି
ଶ୍ରୀମୁଖକୁ ଚାହିଁ ଅଶ୍ରୁ ଝାଡିବି
ହେ ପତିତବନ୍ଧୁ
ଜୟ ତୁମ ଗାଉଥିବି
ହେ ପତିତବନ୍ଧୁ.

ସାଷ୍ଟାଙ୍ଗେ ମୁଁ ପଡ଼ିଥିବି
ନିଜ ଆତ୍ମା ପ୍ରଭୁ ସମର୍ପି ଦେବି
ହେ ପତିତବନ୍ଧୁ
ଆଶୀଷ ମୁଁ ଲୋଡୁଥିବି
ହେ ପତିତବନ୍ଧୁ.

 

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ମୁହୂର୍ତ୍ତ
Literature

ମୁହୂର୍ତ୍ତ

by ପ୍ରଭୁକଲ୍ୟାଣ ମହାପାତ୍ର
September 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ସେପ୍ଟେମ୍ବର ୨୦୨୬ ସେ କିଭଳି ମୁହୂର୍ତ୍ତ ଥିଲା ତୁମରି ଦର୍ଶନ ପାଇଁ ଡ଼ୋର ଲାଗିଗଲା ବର୍ଷ ବର୍ଷର ଅଭୀଷ୍ଟ ପୂରଣ ହୋଇଲା...

Read more
ପକ୍ଷୀଘର।

ପକ୍ଷୀଘର।

September 19, 2026
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.