• About
  • Contact
Tuesday, September 22, 2026
Tuesday, September 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶ୍ରୀକ୍ଷେତ୍ର ଯାଇ ମୁଁ

ଶ୍ରୀକ୍ଷେତ୍ର ଯାଇ ମୁଁ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ୨୯ ସେପ୍ଟେମ୍ବର ୨୦୨୨

ଶ୍ରୀକ୍ଷେତ୍ର ଯାଇ ମୁଁ
କାଳିଆ କାହିଁକି
ଖୋଜିବି ରହିବା ଘର,
ତୋର ବଡଦାଣ୍ଡ
କେଡେ ମନୋହର
ରହଣି ସେଠାରେ ମୋର.

ଖୋଜିବି କାହିଁକି
ସ୍ନାହାନ ଘରମୁଁ
ଶଙ୍ଖ କ୍ଷେତ୍ର ବୁଲି ବୁଲି
ନରେନ୍ଦ୍ର ଜଳରେ
କରିବି ସ୍ନାହାନ
ସବୁ ଅବସାଦ ଭୁଲି.

ପୁରୁଷୋତ୍ତମ ରେ
କାହିଁକି କାଳିଆ
ଭୋଜନାଳୟ ଖୋଜିବି,
ଆନନ୍ଦ ବଜାରେ
ବସିଯାଇ ତଳେ
ଅବଢ଼ା ଡାଲି ଖାଇବି.

ତୋ ଧାମେ କାଳିଆ
କାନ୍ଦିବି କାହିଁକି
ଦୁଃଖ ସୁଖ ଦାତା ତୁହି,
ମନ୍ଦିର ବେଢାରେ
ବୁଲୁଥିବି ମୁହିଁ
ଆନନ୍ଦେ ତୋ ଜୟ ଗାଇ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ମୁହୂର୍ତ୍ତ
Literature

ମୁହୂର୍ତ୍ତ

by ପ୍ରଭୁକଲ୍ୟାଣ ମହାପାତ୍ର
September 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ସେପ୍ଟେମ୍ବର ୨୦୨୬ ସେ କିଭଳି ମୁହୂର୍ତ୍ତ ଥିଲା ତୁମରି ଦର୍ଶନ ପାଇଁ ଡ଼ୋର ଲାଗିଗଲା ବର୍ଷ ବର୍ଷର ଅଭୀଷ୍ଟ ପୂରଣ ହୋଇଲା...

Read more
ପକ୍ଷୀଘର।

ପକ୍ଷୀଘର।

September 19, 2026
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.