• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସ୍ଵାଧୀନ ଭାରତର ଆମେ ସନ୍ତାନ

ସ୍ଵାଧୀନ ଭାରତର ଆମେ ସନ୍ତାନ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୩

ସ୍ୱାଧୀନ ଭାରତ ସନ୍ତାନ ଆମେରେ
ହାତରେ ତ୍ରିରଙ୍ଗା ଧରିବା
ଜନ୍ମଭୂମି ଜୟ ଗାଇବା
ଚିନ୍ତା ଚେତନାରେ
କଥା କରମରେ
ଦେଶ ହିତ ଚିନ୍ତା କରିବା.

ଆମେରେ ସତରେ କେଡ଼େ ଭାଗ୍ୟବାନ
ଜନ୍ମ ଆମ ଦେବଭୂମିରେ
ଦେଶ ଚାଲେ ଏଠି ଧର୍ମରେ
ଏକତା ସୂତ୍ରରେ
ସଭିଏଁ ବନ୍ଧାରେ
ଯିଏ ଯେଉଁ ଧର୍ମେ ଥାଉରେ.

ଆମ ଦେଶେ ଗଙ୍ଗା ବହିଯାଉଅଛି
ଦେହ ମନ ପାପ ଧୋଉଛି
ସାମ୍ୟ ର ସଂଗୀତ ଗାଉଛି
ଗୀତା ଭାଗବତ
ଏ ଦେଶ ମହତ୍ୱ
ଦୁନିଆକୁ ଦିଶା ଦେଇଛି.

ଆମର ଜାତୀୟ ସଂଗୀତ ମଧୁର
ସାରା ବିଶ୍ୱ ଯା’କୁ ମାନିଛି
ସିଏ ଦେଶେ ସୁଧା ଭରିଛି
କେତେ ପୂଣ୍ୟ ଶ୍ଳୋକ
ଏ ମାଟି ମହକ
ବିଶ୍ୱଜନ ଶ୍ରଦ୍ଧା ଆଣିଛି.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.