• About
  • Contact
Thursday, July 30, 2026
Thursday, July 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସ୍ବପ୍ନ ଆଉ ରାତି

ସ୍ବପ୍ନ ଆଉ ରାତି
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୬ ଜୁନ୍ ୨୦୨୩

ବଢ଼ି ଯାଉ ରାତି
ସ୍ବପ୍ନ ମାନେ ଭିଡ଼ କରନ୍ତୁ
ସ୍ଥିତି ନୁହେଁ
ସମ୍ଭାବନା ସହିତ ।।

ସଞ୍ଜ ବିଞ୍ଚିଛି ଆଞ୍ଜୁଳେ
ମଲ୍ଲୀ ଗଜରା
ବାସ୍ନାରେ ଅଜାଡ଼ିଛି
ଗୋଟେ ନିରବଚ୍ଛିନ୍ନ
ବାସ୍ତବତା ।।

ଏମିତି କଣ ଜହ୍ନକୁ
ମାଗିବାକୁ ହୁଏ
ଜୋଛନା ସବୁ
କଇଁ ବଞ୍ଚିବା ରାତିରେ ।।

ସମୁଦାୟ ରାତିରେ
ଅଜବ କାହାଣୀ
ଲେଖିବାକୁ
ଫୁଲେଇ ହୁଏ ଗଜରା ।।

ଜମାଟ ବାନ୍ଧିଥିବା
ନିସଙ୍ଗତା
ମାଖି ହେଉଛି ଅତର
ମୁଁ କିନ୍ତୁ ଠିକ୍
ତୁମପରି ନୀରବ
ଅଭିଯୋଗ କରିବା
ଆଦୌ ପସନ୍ଦ ନାହିଁ
ଅଳି କରୁଥିବା
ଅନାବନା ଶବ୍ଦ ମାନେ କେତେ
ଅସହିଷ୍ଣୁ ସତରେ ………।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଛୋଟିଆ ରାତି ସପନ ଅତି
Literature

ଛୋଟିଆ ରାତି ସପନ ଅତି

by ଜୟ କୁମାର ମିଶ୍ର
July 23, 2026

ଜୟ କୁମାର ମିଶ୍ର, ଗଜପତି, ୨୩ ଜୁଲାଇ ୨୦୨୬ ଛୋଟିଆ ରାତି ସପନ ଅତି ଆକାଶ ସେତ ଛୁଏଁ, ରାତି ନିଅଣ୍ଟ, ଭାବନା ଆଣ୍ଟ ଅବଶୋଷଟି କୁହେ...

Read more
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.