• About
  • Contact
Sunday, June 22, 2025
Sunday, June 22, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଟିକେ ହସିବେକି….?

ଟିକେ ହସିବେକି….?
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୧୨ ଜୁଲାଇ ୨୦୨୩

।। ୧ ।।
ଡିବିରି ଆଲୁଅ
ହାତରେ ଧରିକି
ଆମରି ସାହିର ମାଉସୀ ଶର ।
ଚୁଲି ଲଗାଇବ
ରୋଷେଇ କରିବ
ନିଆଁ ପାଇଁ ଧାଏଁ ପଡିଶା ଘର ।।

।। ୨ ।।
ମୁଣ୍ଡରେ ଲାଗିଛି
ହେଲମେଟ ତା’ର
କଅଣ ଖୋଜୁଛି ଦେଖରେ ଭଲା ।
ଏପଟ ସେପଟ
ହୋଇ ଆମ ପାପୁ
କହୁଛି ହେଲମେଟ କୁଆଡେ ଗଲା ?

।। ୩ ।।
ନିଜ ମୋବାଇଲ
ହାତେ ଧରି ଡାକି
ପଡିଶା ଘରକୁ କହୁଛି ଚିକୁ ।
ଯାଇଥିଲି ବୁଲି
ଘରକୁ ତୁମର
ଛାଡି ଆସିଛିକି ମୋବାଇଲ ଟିକୁ ?

।। ୪ ।।
ଆଖିରେ ଲଗାଇ
ଗୋଲେଇ ଚଷମା
ଅଜା ବାହାରିଲେ ଶଶୁର ଘର ।
କହିଲେ ନାତିକୁ
ଚଷମା ଆଣିଲୁ
ଭୁଲି ଯାଉଛି ମୁଁ ଥରକୁ ଥର ।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ଶୁଣ ସର୍କାର
Literature

ଶୁଣ ସର୍କାର

by ପ୍ରଭୁକଲ୍ୟାଣ ମହାପାତ୍ର
June 18, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ଜୁନ୍ ୨୦୨୫ କାନ ଖୋଲି ଶୁଣ ସରକାର, ଗରିବଙ୍କ ଦୁଃଖ ଦୂର କର। ବେକାରୀ ରହିଛି ଭରପୁର, ଦରବୃଦ୍ଧି ପୁଣି ସୀମାପାର।...

Read more
ସମ୍ପାଦନା : କେତେ କଷ୍ଟକର କାମ ସତେ ! (ଭାଗ ୩୦)

ସମ୍ପାଦନା : କେତେ କଷ୍ଟକର କାମ ସତେ ! (ଭାଗ ୩୦)

June 17, 2025
ଅନୁରାଧା

ଅନୁରାଧା

June 14, 2025
ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

June 11, 2025
ବିକଶିତ ଓଡ଼ିଶା

ବିକଶିତ ଓଡ଼ିଶା

June 10, 2025
ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

June 9, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.