• About
  • Contact
Thursday, August 20, 2026
Thursday, August 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମ ଆରାଧନା ତୁମର ବନ୍ଦନା

ତୁମ ଆରାଧନା ତୁମର ବନ୍ଦନା
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ୩୧ ଅଗଷ୍ଟ ୨୦୨୨

ତୁମ ଆରାଧନା ତୁମର ବନ୍ଦନା
କରୁଅଛି ମୁହିଁ ଗଣନାଥ,
ପୁଷ୍ପାଞ୍ଜଳୀ ଦେଇ ପ୍ରଣାମ କରଇ
ଦେଖାଅ ନାଥ ହେ ସତପଥ.
ଚାହିଁ ଦିଅ ଟିକେ କରୁଣା ଚକ୍ଷୁରେ
ଉଦୟ ହେଉ ମୋ ସଦଜ୍ଞାନ
ନମ୍ରତା ସାଧୁତା ଭରୁ ମୋ ହୃଦୟେ
କରୁଥାଏ ସଦା ସତକର୍ମ.
ମାତା ପିତା ପ୍ରତି ରହୁମୋ ଭକତି
ସେବାରେ ତାଙ୍କର ରହୁ ମତି
ଭାଇଚାରା ଭାବ ରହୁ ମୋ ଅତୁଟ
ସମସ୍ତଙ୍କ ପାଇଁ ରହୁ ପ୍ରୀତି.
ବାଧା ବିଘ୍ନ ଯେତେ ଆସୁ ଜୀବନରେ
ଭାଙ୍ଗି ମୁଁ ନ ଯାଏ କେବେହେଲେ
ବିଘ୍ନବିନାଶନ ପ୍ରଭୁ ଆଗ୍ରପୂଜ୍ୟ
ରଖି ଥାଅ ସଦା ବାହୁତଳେ.
ଜାଣି ନାହିଁ କିଛି ପୂଜା ଵିଧି ମୁହିଁ
ନାହିଁ ପାସେ କିଛି ଉପଚାର
ତୁମ ଶରଣରେ ରହୁଅଛି ନାଥ
ଜ୍ଞାନ ଜାଗରଣ ପ୍ରଭୁ କର.
*************
ଗଣଦେବତା ଅଗ୍ରପୂଜ୍ୟ ପାଶ ଅଙ୍କୁଶ ଧାରଣ
ବିଘ୍ନବିନାଶନ ଜ୍ଞାନ ବିଦ୍ୟା ପ୍ରଦାୟକ ଶ୍ରୀଗଣେଶଙ୍କ
ପବିତ୍ର ଜନ୍ମ ତିଥି ଅବସରରେ ମୋର ଭକ୍ତି ପୂତ ପ୍ରଣତି.
ଅଧୀନ
“ଦେବେନ୍ଦ୍ର ”
*************

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.