• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ମନେ ପଡ଼ନ୍ତି ରାଜନୀତି, ସାହିତ୍ୟ ଓ ସଂସ୍କୃତିର ସଙ୍ଗମ ଶରତ…

ମନେ ପଡ଼ନ୍ତି ରାଜନୀତି, ସାହିତ୍ୟ ଓ ସଂସ୍କୃତିର ସଙ୍ଗମ ଶରତ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୦୫ ସେପ୍ଟେମ୍ବର ୨୦୨୨

ଓଡ଼ିଶା ବିଧାନ ସଭାର ପୂର୍ବତନ ବାଚସ୍ପତି, ଲୋକପ୍ରିୟ ନେତା ଓ ବାଗ୍ମୀ ସ୍ଵର୍ଗତଃ ଶରତ କରଙ୍କୁ ମନେ ପକାଇଛନ୍ତି ମାହାଙ୍ଗା ଜନସାଧାରଣ । ଅବିଭକ୍ତ କଟକ ଜିଲ୍ଲାର ଏହି ନେତାଙ୍କ ଆଜି ଅର୍ଥାତ୍ ସେପ୍ଟେମ୍ବର ୫ ତାରିଖ ହେଉଛି ୮୩ତମ ଜନ୍ମଦିନ । ବହୁ ସମୟ ଧରି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଲୋକପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇଥିଲେ ଶରତ କର । ବିଧାନ ସଭାରୁ ସଂସଦ ଯାଏ ତାଙ୍କର ସ୍ମୃତି ଭୁଲିବାର ନୁହେଁ । ଆଜିର ଏହି ପବିତ୍ର ଦିନରେ ବହୁ ଶରତ ପ୍ରେମୀ ମାହାଙ୍ଗାବାସୀ ଏକାଠି ହେବା ସହ, ମାଳିହତା ଠାରେ ସ୍ଵର୍ଗତଃ କରଙ୍କ ରାଜନୈତିକ ଜୀବନ, ସାହିତ୍ୟ ଓ ସଂସ୍କୃତି ପ୍ରତି ଥିବା ପ୍ରତିବଦ୍ଧତାକୁ ନେଇ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ କର ତାଙ୍କର ରାଜନୈତିକ ଜୀବନରେ ନିଜ ଅଞ୍ଚଳ ର ବିକାଶକୁ ପ୍ରାଧାନ୍ୟ ଦେବା ସହ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି । ଏପରିକି ବିଧାନ ସଭାରେ ବାଚସ୍ପତି ଦାୟିତ୍ୱ ବେଶ ସୁଚାର ରୂପେ ନିର୍ବାହ କରିବା ସହ ନିଜର ନିରପେକ୍ଷତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମ୍ମାନ ବୋଧ ତାଙ୍କୁ ଅନ୍ୟମାନଙ୍କର ମାର୍ଗଦର୍ଶକ ଭାବେ ସ୍ୱତନ୍ତ୍ର ପରିଚୟ ଦେଇଛି ।

ତେବେ ଆଜିର ଏହି ପବିତ୍ର ଦିନରେ ସ୍ବର୍ଗତ କର ଙ୍କ ମାହାଙ୍ଗା ପ୍ରତି ଅବଦାନକୁ ପର ପୀଢ଼ି ଭୁଲି ପାରିବ ନାହିଁ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି । ଗଣକବିଙ୍କ ଜନ୍ମ ପୀଠରେ ବହୁ ଜନସାଧାରଣ ଏହି ଲୋକପ୍ରିୟ ଜନନେତାଙ୍କୁ ମନେ ପକାଇବା ସହ ମାହାଙ୍ଗା ବାସୀଙ୍କ ପ୍ରତି ଶରତଙ୍କ ଅବଦାନ ଭୁଲିବାର ନୁହେଁ ବୋଲି କହିଛନ୍ତି ।

Nirvik Bureau

Nirvik Bureau

Related Posts

The Mahatma
Opinion

ମହାତ୍ମା

by Kiran Seth
October 2, 2026

କିରନ ସେଠ୍, ଦିଲ୍ଲୀ, ୨ ଅକ୍ଟୋବର ୨୦୨୬ (ମୂଳ ଇଂରାଜି ଲେଖା କୁ ଧନଦାକାନ୍ତ ମିଶ୍ର ଓଡ଼ିଆ କୁ ଅନୁବାଦ କରିଛନ୍ତି।) ଆମେ ତାଙ୍କୁ ଜାତିର ପିତା...

Read more
The Mahatma

The Mahatma

October 2, 2026
ରାଜନେତା ହେବ ତ ଲାଲ ବାହାଦୁରଙ୍କ ପରି, ଅଦ୍ଧାର୍ଙ୍ଗିନୀ ହେବ ତ ଲଲିତାଙ୍କ ପରି

ରାଜନେତା ହେବ ତ ଲାଲ ବାହାଦୁରଙ୍କ ପରି, ଅଦ୍ଧାର୍ଙ୍ଗିନୀ ହେବ ତ ଲଲିତାଙ୍କ ପରି

October 2, 2026
The Many Faces of Ageing: Why Empathy Must Lead Our Response

The Many Faces of Ageing: Why Empathy Must Lead Our Response

October 1, 2026
Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations

Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations

September 12, 2026
Third EyeWhen the Referee becomes part of the Game!

Third Eye
When the Referee becomes part of the Game!

September 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.