• About
  • Contact
Wednesday, March 11, 2026
Wednesday, March 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କାଳିଆ ରେ

କାଳିଆ ରେ
Share on FacebookShare on Xshare on Whatsappshare on Linkedin
ପ୍ରମୋଦ କୁମାର ଦାଶ, କଟକ, ୭ ଜୁଲାଇ ୨୦୨୪

ହାତ ପାତି ମାଗିନି ମୁଁ କିଛି କାଳିଆ ରେ
ତୋ ‘ଖୁସି ରେ ତୁ ଯାହା ଦେଇଛୁ ମତେ
ସାଉଁଟି ନେଇଛି ତାକୁ ମଣି ମୁଁ ନିର୍ମାଲ୍ୟ
ବନ୍ଧାଏ’ ଜୀବନମୋର ତୋରପାଦ ପଦ୍ମେ ।

ନିଜକୁ ଚିହ୍ନିବା ଆଗୁ ଦେଖିଛି ମୁଁ
ତୋ ‘କଳା ଶ୍ରୀମୁଖ
ଜଗତ ର ନାଥ ବୋଲି କହନ୍ତି ଜଗତେ
ମୁଁ କିନ୍ତୁ ଭାବିଛି ତୁ ଯେ ମୋର ନିଜ ଲୋକ ।।

ସୁଖଦୁଃଖ ମୋର ଯେତେ ଯାହା
ଅଜାଡ଼ି ଦେଇଛି ସବୁ ତୋହରି ଉପରେ
ରଖିଲେ ରଖିବୁ ଅବା ମାରିଲେ ମାରିବୁ
ତୋର ଇଚ୍ଛା ଯାହା ମୋ ‘କାଳିଆସୁନା ରେ !!!

ନାହିଁ ଆଶା ଏ ‘ଜୀବନେ କିଛି
ଖାଲି ଲୋଡ଼ା ତୋ’ର କୃପା କାଣିଚାଏ
ଏ ‘ଜୀବନ ନିଃସ୍ବ ମୋର ତୋ ‘ବିନା କାଳିଆ
ଥିବୁ ସଦା ମୋ ‘ମନ ମନ୍ଦିରେ ।।

କରିବୁନି ମତେ ତୁ ଅଲୋଡ଼ା
ଏତିକି ମୋ ‘ତୋ ‘ପାଖେ ମାଗୁଣି
ହରିଛୁ ମୋ ‘ଜୀବନ ର ଦୁଃଖ
ତୋ’ ପାଖରେ ମୁଁ ଯେ ଚିର ରୁଣୀ ।

ପ୍ରମୋଦ କୁମାର ଦାଶ

ପ୍ରମୋଦ କୁମାର ଦାଶ

ରାଜ୍ୟ ସରକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶ ସେବକ ଓ ସଭାପତି : ଜନମଙ୍ଗଳ । ଗୋପାଳପୁର, ନିଶ୍ଚିନ୍ତକୋଇଲି, କଟକ
ମୋ : ୯୩୩୭୫୪୭୨୪୨

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.