• About
  • Contact
Thursday, October 22, 2026
Thursday, October 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗାନ୍ଧୀ ମାର୍ଗ ରାଜଧାନୀର

ଗାନ୍ଧୀ ମାର୍ଗ ରାଜଧାନୀର
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୬

ମହାତ୍ମା ଗାନ୍ଧୀ ମାର୍ଗ ରାଜଧାନୀର
ରହିଥାଏ ତାହା ସଦା ଭରପୁର
ଗର୍ଜନ ଶୁଭେ ସେଠି ପ୍ରତିପକ୍ଷର
ବିକ୍ଷୋଭ ଅସ୍ତ୍ର ସାଜେ ପ୍ରତିବାଦର
ଧାରଣା ଚାଲଇ ଦାବି ପୂରଣର ।।୧।।

ମହାତ୍ମା ଗାନ୍ଧୀ ମାର୍ଗ ରାଜଧାନୀର
ବେରିକେଡ଼୍ ଲାଗେ ସେଠି ବରାବର
ବର୍ଷ ସାରା ଆତଯାତ ପଟୁଆର
ସରକାର ବିରୋଧୀ ଧ୍ୱନି ନିରନ୍ତର
ହିସାବ ନିକାଶ ହୁଏ ଶାସନର ।।୨।।

ମହାତ୍ମା ଗାନ୍ଧୀ ମାର୍ଗ ରାଜଧାନୀର
ପରେଡ଼ ହୁଏ ସେଠି ରାଜ୍ୟସ୍ତରର
ଅଭିବାଦନ ଘେନନ୍ତି ମାନ୍ୟବର
ଚଳାଚଳ ସେତେବେଳେ କଷ୍ଟକର
ବଦଳୁଥାଏ ସର୍ବଦା ରୂପ ତାର ।।୩।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଶାରଦୀୟ ଶକ୍ତି ପୂଜା : ତତ୍ତ୍ଵ ଓ ତାତ୍ପର୍ଯ୍ୟ
Literature

ଶାରଦୀୟ ଶକ୍ତି ପୂଜା : ତତ୍ତ୍ଵ ଓ ତାତ୍ପର୍ଯ୍ୟ

by ଅବନୀ ଚନ୍ଦ୍ର ଦାସ
October 19, 2026

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୧୯ ଅକ୍ଟୋବର, ୨୦୨୬ ଭାରତୀୟ ସଂସ୍କୃତିରେ ବର୍ଷରେ ଦୁଇ ଥର ନବରାତ୍ର ପାଳନ ହୁଏ - "ଚୈତ୍ର ନବରାତ୍ର" ଓ "ଶରତ...

Read more
ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)

ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)

October 16, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୮୦)

October 15, 2026
ଚିହ୍ନ

ଚିହ୍ନ

October 13, 2026
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.