• About
  • Contact
Thursday, January 1, 2026
Thursday, January 1, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବାପା

ବାପା
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ଜୁଲାଇ ୨୦୨୪

ମୋ ସ୍ବପ୍ନର ଡେଣା ପାଇଁ ଟାଣପଣ ଯୋଗାଡୁ ଯୋଗାଡୁ ।
ଭୁଲୁଥାନ୍ତି ନିଜକଥା ମୋ ବାଟକୁ ସଜାଡୁ ସଜାଡୁ ।।
ଦେହରୁ ମୁକୁଳୁଥାନ୍ତି ସାମର୍ଥ୍ୟର ଶେଷଗାର ଡେଇଁ ।
ମୋ ହାତେ ହାତକୁ ଥୋଇ ଚାଲୁଥାନ୍ତି ଶ୍ରେଷ୍ଠଦମ୍ଭ ହୋଇ ।।

ସରୁଥାନ୍ତି ଦିନୁଦିନ ମାଟିଘର ପଲସ୍ତରା ପରି ।
କଣ୍ଟ ଆଡେ ଧାଉଁ ଧାଉଁ ନିଜସ୍ବର ଦିଅନ୍ତି ପାଶୋରି ।।
ଆତକଣ୍ଠ ହୋଇ କେଭେଁ ମୋ ଆଡକୁ ବଢାନ୍ତିନି ହାତ ।
ତାଙ୍କ ହାତ ଚଉଦପା ନିଜ ପାଇଁ ବଳିଲା ସାମର୍ଥ୍ୟ ।।

ନିଜଠି ହଜିବା ପୁଣି ନିଜଠାରୁ ମୁକୁଳି ଆସିବା ।
ନିଜକୁ ବାଣ୍ଟିବା ପୁଣି ନିଜପାଇଁ ନିଅଣ୍ଟିଆ ହେବା ।।
ସରଗକୁ ଦିଆଙ୍ଗୁଳ କରିବାର ଯୋଜନା ଭିତରେ ।
ଟାଣପଣ ଭାଙ୍ଗୁଥାଏ ଲୁହ ହୋଇ ଭିତରେ ଭିତରେ ।।

ବାପା ମୋ ଭୋଦୁଅଖରା ଦୁଃଖ ଭିଜା ଜୀବନ ପୃଷ୍ଠାରେ ।
ମୁଣ୍ଡ ଟେକି ଚାଲୁଥାଏ ସିଏ ଥିଲେ ମୋ ପରିଚୟରେ ।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

କିଛି କଥା – ୭
Literature

କିଛି କଥା – ୭

by ପ୍ରଭୁକଲ୍ୟାଣ ମହାପାତ୍ର
December 30, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୩୦ ଡିସେମ୍ବର ୨୦୨୫ କିଛି କଥା ବୁଝିହୁଏ ଅତି ସହଜରେ କିଛି କିଛି କଥା ପୁଣି ଟିକିଏ କଷ୍ଟରେ, ଆଉ କିଛି ବୁଝାପଡ଼େ...

Read more
ପୋଷ୍ଟକାର୍ଡ଼ର ପ୍ରେମ (ଭାଗ ୫୬)

ପୋଷ୍ଟକାର୍ଡ଼ର ପ୍ରେମ (ଭାଗ ୫୬)

December 30, 2025
କିଛି କଥା-୬

କିଛି କଥା-୬

December 23, 2025
ଚଉଧୁରୀ ହେମକାନ୍ତ ମିଶ୍ର (ଭାଗ ୫୫)

ଚଉଧୁରୀ ହେମକାନ୍ତ ମିଶ୍ର (ଭାଗ ୫୫)

December 23, 2025
Nothingness

Nothingness

December 23, 2025
‌ତାରକ ଦା’ (ଭାଗ ୫୪)

‌ତାରକ ଦା’ (ଭାଗ ୫୪)

December 16, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.