• About
  • Contact
Wednesday, March 11, 2026
Wednesday, March 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଏମିତି ହୁଅନ୍ତା କି – ୧୦

ଏମିତି ହୁଅନ୍ତା କି – ୧୦
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୧୮ ନଭେମ୍ବର ୨୦୨୪

ସର୍ତ୍ତ ଶିରୋନାମା ନେଇ ସୁଖ ମୁହାଁ ନ ହୋଇ ଜୀବନ
ଛଳନାର ଛାଇତଳେ ସଜାନ୍ତାନି ନିଜ ଶିରସ୍ତ୍ରାଣ
ଅବିଶ୍ୱସ୍ତ ନିଃଶ୍ବାସକୁ ନିଘା ରଖି ଚାଲନ୍ତାନି ଦକେ
ଦୁଃଖର ଦରଆଉଜା ସୁଖ କିଛି ନଥାପି ଚିବୁକେ

ଅସୁମାରୀ ଆଶା ଦେହେ ଅପ୍ରାପ୍ତିର ସୁମାରି ନ କରି
କୁହା-ଅକୁହା କଥାକୁ ପିନ୍ଧନ୍ତାନି କଣ୍ଠିମାଳ କରି
ଶୁଣା-ଅଶୁଣା ଶେଣାରେ ଜନ୍ତ ପରି ନକରି ବଡେଇ
ଭାବ-ଅଭାବ ଭେଳାକୁ ଭସାନ୍ତାନି ଏକ ମୁହାଁ ହୋଇ

ଝୁଣ୍ଟନ୍ତାନି ଚାଲୁଚାଲୁ ଝୁଙ୍କ ଲଗା ବାଟ ସାରୁ ସାରୁ
କଣ୍ଟିକାଣ୍ଟି ଲୁଚାନ୍ତାନି ଉହ୍ଯକଥା ଉଦାତ୍ତ କଣ୍ଠରୁ
ବାଟକୁ ନଦେଇ ଦୋଷ ସମୟକୁ ଦିଅନ୍ତା ବାଟେଇ
ଥିବା-ନଥିବା ନଥିରେ ନଥାପରି ପାଦ ଥାପି ଦେଇ

ଏମିତି ହୁଅନ୍ତା ସତେ କିଛି କାଳ ପଛକୁ ଫେରନ୍ତି
“ପଛୁଆ” ହୁଅନ୍ତି ପଛେ କିଛି କଥା ପରଖି ନିଅନ୍ତି।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଯୁଦ୍ଧ ସରୁ ବୋଲି କହନ୍ତିନି କେହି
Literature

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

by Manas Ranjan Mahapatra
March 10, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୬ କୁଳୁକୁଳୁ ଝରଣାମାନଙ୍କୁ 'ନଈ ହେଇ ଯା' ବୋଲି ଆଜିକାଲି କହନ୍ତିନି କେହି ସବୁ ଝର୍କାରେ ଭୟ କାଳେ...

Read more
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.