• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସତରେ ଏମିତି ହୁଅନ୍ତା କି – ୧୨

ସତରେ ଏମିତି ହୁଅନ୍ତା କି – ୧୨
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୩ ଫେବୃଆରୀ ୨୦୨୫

ଖୁସି ସେରକର ଲେଉଟାଣି ଲୋଭ ମାରଇ ମୋତେ
ମୋତେ ଲାଗେ କାଳେ ଫେରିବ କି ଏହି ଶୂନ୍ଯପଥେ
ପଥେପଥେ କଣ୍ଟା ଫୁଲ ଭେଳିକି ରେ ଭୁଲେ ମୋ ମନ
ମୁନେ ସୁଖ ଆଶା ସରେନି ଯମା ମୋ ସରଇ ଦିନ

ଦିନ ପଲଟଣ ନଫେରୁ ନଫେରୁ ରାତିଟା ଆସେ
ଆସେ ବୋଲି ଆଶା ପଟୁଆର ତାର ନିଆରା ଦିଶେ
ଦିଶେ କି ସରାଗ ଲିପା ମନଖଳା ଉଠିଲେ ହସି
ହସବେଙ୍ଗଳାରେ ଦୁଇଟୋପା ଲୁହ ପଡ଼ିଲେ ଖସି!

ଖସିଖସି ଚାଲେ ଦେହରୁ ଚମକ ମନରୁ ରଙ୍ଗ
ରଙ୍ଗମଖା ହସ ଲଗେଇ ପାରେ କି ମନେ ସୁଆଙ୍ଗ
ସୁଆଙ୍ଗ ସହଜେ ଅସହଜ ଭାରି ବୟସ ଦେହେ
ଦେହେ ମୋହ ଥାଇ ମନକୁ ବା କିଏ ଲଗାମ ଦିଏ?

ଦିଏ କଥା ବୋଲି ସବୁ ବୁଲାଣିକୁ ବଢ଼େ ମୋ ଚିନ୍ତା
ଚିନ୍ତା ରୁହନ୍ତାନି ସତରେ ଏମିତି ଥରେ ହୁଅନ୍ତା??

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.