• About
  • Contact
Thursday, March 5, 2026
Thursday, March 5, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଦୁଃସ୍ଥିତି

ଦୁଃସ୍ଥିତି
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨ ସେପ୍ଟେମ୍ବର ୨୦୨୫

ସାରା ବିଶ୍ୱ ଆଜି ହେଉଛି ଚକିତ,
ଦେଖି ପ୍ରକୃତିର ତାଣ୍ଡବ ବିତ୍ପାତ।
ପୃଥିବୀ ହେଉଛି କ୍ରମଶଃ ଉତ୍ତପ୍ତ,
ବନ୍ୟା, ବାତ୍ୟା ଆସୁଅଛି ଅନାହୂତ।
ଅମୂଲ୍ୟ ଜଙ୍ଗଲ ସମ୍ପଦ ଲୁଣ୍ଠିତ,
ପରିବେଶ ଆଜି ଧୂଳି ଧୂସରିତ।
ଘଞ୍ଚ ବନଗିରି ହେଉଛି ଲଣ୍ଡିତ,
ଅଳପ ବର୍ଷାରେ ଭୂଖଣ୍ଡ ପ୍ଲାବିତ।
ଜଳ ହୋଇଅଛି ଅତ୍ୟନ୍ତ ବିଷାକ୍ତ,
ବାୟୁ ପୁଣି ଏଠି ଗଭୀର ଦୂଷିତ।
ରାଜନୀତି କ୍ଷେତ୍ର ରକତ ରଞ୍ଜିତ,
ହିଂସା, ଦ୍ୱେଷ, ଈର୍ଷା ତା’ଦେହେ ମଣ୍ଡିତ।
ଐତିହ୍ୟ ଆମର ହେଉଛି ବିସ୍ମୃତ,
ସମୃଦ୍ଧ ସଂସ୍କୃତି ପୁଣି ସଂକ୍ରମିତ।
ସ୍ୱାସ୍ଥ୍ୟସେବା ଚାଲେ ବେପାର ସହିତ,
ଶିକ୍ଷା ପୁଣି ନୈତିକତା ବିବର୍ଜିତ।
ବିଦେଶୀ ପୋଷାକେ ଆମେ ବିଭୂଷିତ,
ଆବାସର ଢାଞ୍ଚା ହେଉଛି ପାଶ୍ଚାତ୍ୟ।
ବିଦେଶୀ ଠାଣିରେ ଆମେ ନିମଜ୍ଜିତ,
ପରମ୍ପରା ପ୍ରତି ମମତା କ୍ୱଚିତ।
ଏଭଳି ଦୁଃସ୍ଥିତି କରୁଛି ବିବ୍ରତ,
ମଣିଷ କେମିତି ରହିବ ଜୀବିତ?

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)
Literature

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

by Manas Ranjan Mahapatra
March 4, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ମାର୍ଚ୍ଚ ୨୦୨୬ ପ୍ରତି ଯୁଗରେ କିଛି ବହୁ ପରିଚିତ ଥାଆନ୍ତି। କିଛି ସ୍ୱଳ୍ପ ପରିଚିତ, କିଛି ପରିଚିତ, କିଛି ଅପରିଚିତ।...

Read more
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.