• About
  • Contact
Wednesday, October 28, 2026
Wednesday, October 28, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସ୍ୱପ୍ନ ହେଉନି ଚରିତାର୍ଥ

ସ୍ୱପ୍ନ ହେଉନି ଚରିତାର୍ଥ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୭ ଅକ୍ଟୋବର ୨୦୨୬

ସ୍ୱାଧୀନତାର ଅଣାଅଶୀ ବର୍ଷ ପରେ ବି
ଭୋକର ଜ୍ବାଳାକୁ ଉପଶମ
ବେକାରୀ, ଗରିବୀ ସମାଧାନ
କରିବାକୁ ଆମେ ଅସମର୍ଥ ।।୧।।

ସ୍ଵତନ୍ତ୍ର ପ୍ରଦେଶର ନବେ ବର୍ଷ ପରେ ବି
ବିକଶିତ ଓଡ଼ିଶା ଗଠନ
ସ୍ବପ୍ନକୁ ଆମେ କରିପାରୁନୁ
ଏଯାବତ୍ ପରା ଚରିତାର୍ଥ ।।୨।।

ମଙ୍ଗଳ ଗ୍ରହରେ ଆମ ପହଞ୍ଚ ପରେ ବି
ଦାରିଦ୍ର୍ୟ ସଂଖ୍ୟା ନେଇ ବିବାଦ
ମାଗଣା ଖାଦ୍ୟ ପାଇଁ ଫେରାଦ
ପ୍ରମାଣ କରେ ଆମ ପରାର୍ଥ ।।୩।।

ସୁଦୃଢ଼ ଅର୍ଥନୀତିର ଦମ୍ଭୋକ୍ତି ପରେ ବି
ମହିଳା ‘ସୁଭଦ୍ରା’ ଟଙ୍କା ନେଇ
ଚାଷୀ ‘ସବ୍ସିଡି’ ଅର୍ଥ ପାଇ
ହେଉଛନ୍ତି କେତେ କୃତାର୍ଥ ।।୪।।

ଅପରିମିତ ଯୋଜନା ଘୋଷଣା ପରେ ବି
ଗରିବୀ ଦୂର ହେଉ ନାହିଁତ
ବେକାରୀ ଉତ୍କଟ ଏପର୍ଯ୍ୟନ୍ତ
ଆମେ ପାଲଟିଛୁ ଅପଦାର୍ଥ ।।୫।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଆମ ଗଣକବି, ଆମ ସଂସ୍କୃତି
Literature

ଆମ ଗଣକବି, ଆମ ସଂସ୍କୃତି

by ବିଜୟ କୁମାର ପାଣି
October 26, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୬ ଅକ୍ଟୋବର ୨୦୨୬ ତୁମେ ଆମ ଗର୍ବ ମାଟିର ଗୌରବ ସମୟ ସ୍ରୋତରେ କାଳଜୟୀ । ତୁମ ଗାଥା ଆଜି ଜନ...

Read more
ଗାନ୍ଧୀ ମାର୍ଗ ରାଜଧାନୀର

ଗାନ୍ଧୀ ମାର୍ଗ ରାଜଧାନୀର

October 21, 2026
ଶାରଦୀୟ ଶକ୍ତି ପୂଜା : ତତ୍ତ୍ଵ ଓ ତାତ୍ପର୍ଯ୍ୟ

ଶାରଦୀୟ ଶକ୍ତି ପୂଜା : ତତ୍ତ୍ଵ ଓ ତାତ୍ପର୍ଯ୍ୟ

October 19, 2026
ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)

ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)

October 16, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୮୦)

October 15, 2026
ଚିହ୍ନ

ଚିହ୍ନ

October 13, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.