• About
  • Contact
Monday, December 8, 2025
Monday, December 8, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବାଜେ କବିତା

ବାଜେ କବିତା
Share on FacebookShare on Xshare on Whatsappshare on Linkedin
ଅକବି, ୨ ନଭେମ୍ବର ୨୦୨୨

ସୁବାସ ସୁବାସେ                ମହକିବ ସତେ
ଆମ ଏ କଟକ ନଗର !
ନଇଲେ ଆମେରେ                ଯେତେ କଟକିଆ
ଭୋଗିବା ଭର୍ତ୍ସନା ପ୍ରହାର !!

ସୁବାସ ତ ଜଣେ                କାର୍ମିକ ପୁରୁଷ
କଥା କହିବାରେ ମାଷ୍ଟର !
ତାଙ୍କ କଥା କୁହା                ବାଗ ଯେ ନ ଜାଣେ
ସେ’ ଟା ମୂରୁଖଙ୍କ ସର୍ଦ୍ଦାର ! !

ଏବେ ତ ସରିଛି                ଚାଷବାସ ଜାଣ
ବୁଣା ହାଇବ୍ରିଡ୍ ବିହନ !
ଇନ୍ଦ୍ରଦେବ ଦୟା                କରିଲେ ଧନରେ
ସୁନାର ଫସଲ ଉତ୍ପନ୍ନ ! !

ଦୃଷ୍ଟିଆଡ ହେଲେ                ଟିକିଏ ମନୁଆ
ଉଜୁଡ଼ି ଯିବ ଅମଳ !
ବସିଥିବା ଚେଇଁ                କଟକିଆ ଭାଇ
“ଶୃଗାଳର ଆଶା ଷଣ୍ଢର …….” ! ! !

ଲେଖିଲି ଏସନ                ବୋଲି ବିଜ୍ଞଜନେ
ମନ ନ କରିବ ଉଣା !
ତାଙ୍କ କରାମତି                ସମସ୍ତେ ଜାଣନ୍ତି
ସେ ଜଣେ କରିତକର୍ମା ! !

ଦେଲି ମୋ ଠିକଣା                ମୁଇଁଟା ଅଜଣା
‘ଗୁଟେ କଟକିଆ’ ଛାର !

ଯଦି ମନ ହେଲେ                ୯୯୩୮୧୯୬୨୦୦ ନମ୍ୱରକୁ
ଟୁଂ – ଟାଂ – ଟିଂ କର ! !

ଅକବି

ଅକବି

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.