ଡାଃ. ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୮ ଜାନୁୟାରୀ ୨୦୨୩
ବିଶ୍ୱାସ କରି
ସାରାଟା ଜୀବନ
ବିଷ ମୁଁ କରିଛି ପାନ,
ସେଇ ବିଷ ଦେଇ
ପ୍ରତିମା ଗଢ଼ିଛି
କରିଛି ମୁଁ ମହୀୟାନ ।
ବିଷ ବି ଜୀବନେ
ଅମୃତ ହୁଏ
ଅମୃତ କେବେ ବିଷ,
ବିଶ୍ୱାସ ଦେଇ
ବିଷ ମିଳେ ଯଦି
ନାହିଁ ମୋର ଅବଶୋଷ ।
ବିଶ୍ୱାସ କରି
ସାରାଟା ଜୀବନ
ବିଷ ମୁଁ କରିଛି ପାନ,
ସେଇ ବିଷ ଦେଇ
ପ୍ରତିମା ଗଢ଼ିଛି
କରିଛି ମୁଁ ମହୀୟାନ ।
ବିଷ ବି ଜୀବନେ
ଅମୃତ ହୁଏ
ଅମୃତ କେବେ ବିଷ,
ବିଶ୍ୱାସ ଦେଇ
ବିଷ ମିଳେ ଯଦି
ନାହିଁ ମୋର ଅବଶୋଷ ।
ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...
Read more