• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଏତେଟା ସହଜ ନୁହେଁ

ଏତେଟା ସହଜ ନୁହେଁ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୯ ଜାନୁୟାରୀ ୨୦୨୩

ଏତେଟା ସହଜ ନୁହେଁ ସହଜରେ ସହଜ ହି୍ଁ ହେବା ।
ଏତେଟା ସହଜ ନୁହେଁ ମିଛ ରଙ୍ଗେ ସତକୁ ଢାଙ୍କିବା ।
ଏତେଟା ସହଜ ନୁହେଁ ଶବ୍ଦ ଦେହେ ସତର ବଷାଣ ।
ଏତେଟା ସହଜ ନୁହେଁ ମିଛେ ମିଛେ ସତ ସମ୍ମୋହନ।

ଏତେଟା ସହଜ ନୁହେଁ ମିଛ ଶିର ସତର କବନ୍ଧ ।
ଦେହ ସାରା ସତ ଆଖି ମିଛ ଅନ୍ଧ ମିଛ ଆଖି ଅନ୍ଧ ।
ଅସହଜ ପଣ ଛାଇ ସହଜରେ ସଉତୁଣୀ ସାଜେ।
ମିଛର ତୂଳୀରେ ଯହିଁ ସତ ଗୁଡ଼ା ମିଛଟାରେ ହଜେ।

ସହଜ ପଣର ଦେହେ ଦାହ ହୁଏ ଦହନର ଧୂଆଁ ।
ଦେହ ସିଏ ଦାହ ସିଏ ଅସହଜେ ଖାଲି ପାଣିଚିଆ।
ଏତେଟା ସହଜ ନୁହେଁ ସହଜରେ ନିଜକୁ ଆଙ୍କିବା।
ନିଜକୁ ନିଜଠି ତୁଳି ନିଜପାଇଁ ବାଟ ଟିଏ ହେବା ।

ଅସହଜପଣ ମେଳେ ସହଜିଆ ମନ ଗୋଟେ ନାହିଁ।
ସହଜେ ଜୀବନ ଥାଏ ଅସହଜେ ଜୀବନ ବା କାହିଁ?

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଯୁଦ୍ଧ ସରୁ ବୋଲି କହନ୍ତିନି କେହି
Literature

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

by Manas Ranjan Mahapatra
March 10, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୬ କୁଳୁକୁଳୁ ଝରଣାମାନଙ୍କୁ 'ନଈ ହେଇ ଯା' ବୋଲି ଆଜିକାଲି କହନ୍ତିନି କେହି ସବୁ ଝର୍କାରେ ଭୟ କାଳେ...

Read more
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.