• About
  • Contact
Wednesday, December 10, 2025
Wednesday, December 10, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଯାଇଛି ସବୁଜ ହୋଇ

ଯାଇଛି ସବୁଜ ହୋଇ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୨ ଫେବୃଆରୀ ୨୦୨୩

ଭଲ ପାଇବାର ରଙ୍ଗରେ ଯାର
ମାଟି ଓ ଆକାଶ ନଇ
ଯାଇଛି ସବୁଜ ହୋଇ
ସେ ଅନୁରାଗର ରଙ୍ଗରୁ ଟିକେ
ମୋତେ କି ଗୋ ଦେବ ନାହିଁ।

ଚିତ୍ରଟିଏ କି ଅଙ୍କା ହୋଇଛି
ଦୂର ଆକାଶର କୋଳେ
ଧାନବିଲ ତଳେ ସବୁଜ ସପନ
ଦିକି ଦିକି ହୋଇ ଜଳେ।

ସେଇ ସପନର ରଙ୍ଗରୁ ଟିକେ
ମୋତେ କିଗୋ ଦେବ ନାହିଁ
ଭଲ ପାଇବାର ରଙ୍ଗରେ ଯାର
ମାଟି ଓ ଆକାଶ ନଇ
ଯାଇଛି ସବୁଜ ହୋଇ ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

କିଛି କଥା -୪
Literature

କିଛି କଥା -୪

by ପ୍ରଭୁକଲ୍ୟାଣ ମହାପାତ୍ର
December 9, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ଡିସେମ୍ବର ୨୦୨୫ କିଛି କଥା ସହଜରେ ଭୁଲି ହୋଇଯାଏ ଆଉକିଛି ଅହରହ ମନେ ରହିଥାଏ, ପ୍ରଣୟ କଥା ପରାଣେ ପୂଲକ ଜଗାଏ...

Read more
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.