• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଖିଆଲ

ଖିଆଲ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୧୫ ମଇ ୨୦୨୩

କେଉଁ ଖିଆଲ ର ଖିଲିଖିଲି ହସ ଖିଲିପାନ ପରି ବାସେ
କେଉଁ ଖିଆଲ ର ଖମାର ଖଳାରେ ଆଗତକୁ ଭାଗ ଚଷେ
କେଉଁ ଖିଆଲ ର କ୍ଷତକୁ ଉଖାରି ପ୍ରେମିକଟେ ଶୁଏ ନିଦ
କେଉଁ ଖିଆଲ ର କ୍ଷେତରେ ଚଅଁରି ପ୍ରତାରଣା ହୁଏ ବେଦ

କେଉଁ ଖିଆଲ ର ବଦ୍ଧ ଭୁଇଁ ରେ ମୃତ୍ୟୁ ଲାଜରେ ମରେ
କେଉଁ ଖିଆଲ ର ଝାପ୍ସା ଅନ୍ଧାର ପୋଷେ ଆଲୁଅକୁ ଡରେ
କେଉଁ ଖିଆଲ ର ଅନ୍ଧୁରୀ ଫାଙ୍କେ ପ୍ରଣୟ ପହଁରୁ ଥାଏ
କେଉଁ ଖିଆଲ ର ବସାରେ ଦୋହଲି କା ଗୀତ ର ସୁର ହୁଏ

କେଉଁ ଖିଆଲ ର କପଟ ପଶାରେ ହୃଦୟ ବାଜିରେ ଲାଗେ
କେଉଁ ଖିଆଲ ର କେଳି କୁଞ୍ଜରେ ମରମ ଯନ୍ତ୍ରଣା ଭୋଗେ
କେଉଁ ଖିଆଲ ର କଜ୍ଜଳ ଗାର ଅଭିଆଡି ହୋଇ ମରେ
କେଉଁ ଖିଆଲ ର ନିଶି ନଅରରେ ଜହ୍ନ ବି ସଉଦା କରେ

ଯେଉଁ ଖିଆଲ ର ଜହ୍ନରାତିରେ ଜହ୍ନକୁ ହସିବା ମନା
ସେଇଠି ଖିଆଲ ଅଲୋଡ଼ା ଅଖୋଜା ଭିନ୍ନ ଏକ ଶିରୋନାମା।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ସ୍ମୃତିରେ ପ୍ରଣବ କିଶୋର
Literature

ସ୍ମୃତିରେ ପ୍ରଣବ କିଶୋର

by ବିଜୟ କୁମାର ପାଣି
August 25, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୫ ଅଗଷ୍ଟ ୨୦୨୬ ଓଡ଼ିଆ ସଙ୍ଗୀତ ଐରାବତ ତୁମେ ଚିର ସବୁଜ ସୁନ୍ଦର। ସୀମାହୀନ ସେହି ସାଗର ବୁକୁରେ ତୁମେ...

Read more
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.