• About
  • Contact
Sunday, December 7, 2025
Sunday, December 7, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶରଧାବାଲି : ପିଲାଦିନ

ଶରଧାବାଲି : ପିଲାଦିନ
Share on FacebookShare on Xshare on Whatsappshare on Linkedin
ଶୈଳବାଳା ମହାପାତ୍ର, ପୁରୀ, ୧୩ ଜୁନ୍ ୨୦୨୩

କୋଉ ବାଲି କଥା ପଚାରୁଛ ?
ମୋ ଚାରିପଟେ ତ ଖାଲି ବାଲି ଆଉ ବାଲି
ବାଲିର ଜଞ୍ଜାଳ
ଖରାର ଦହଗଞ୍ଜ
ପାଦରେ ଚପଲ ନାଇଁ
ତାତି ଅସମ୍ଭାଳ !

ଲଙ୍ଗଳା ପାଦ ପଇଁତରା କରିଛି କେତେ
ବଡ଼ଶଙ୍ଖରୁ ଗୁଣ୍ଡିଚା ଘର
ରଥଙ୍କର ଦକ୍ଷିଣୀ ମୋଡ଼
ଚକରେ ଦୋଳିଖେଳ
ବାଲିରେ ପୋତିଛି ଗୋଡ଼
ଗଢିଛି ଦେଉଳ
ବାଲିରେ ରନ୍ଧା କେତେ ଭାତ ତୁ’ଣ
ବାଲି ତଳେ ଏବେବି ମହମହ
ଗୋଟେ ପିଲାଦିନ !

ବିସ୍ତୃତ ବାଲିରେ ଦୋହଲୁଥାଏ
ଅପରାହ୍ନ ଛାଇ
ଖୋଜୁଥାଏ ଛବିଟିଏ
ସେଲୁଆର୍ କମିଜରେ ବେଣୀବନ୍ଧା ଝିଅର
ହୁଏତ ଦରଜ ଦରାଣ୍ଡୁଥିବ ପଛଦିନ
ଶ୍ରଦ୍ଧାର ନଗ୍ରରେ
ବାଲିତଳେ !!

ଶୈଳବାଳା ମହାପାତ୍ର

ଶୈଳବାଳା ମହାପାତ୍ର

ବିଶିଷ୍ଟ କବି ଓ ସାହିତ୍ୟିକ, ଦୂରଭାଷ ନଂ ୭୦୦୮୫୮୬୫୦୧

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.