• About
  • Contact
Tuesday, March 17, 2026
Tuesday, March 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କାଶତଣ୍ଡିର ଗାଁ

କାଶତଣ୍ଡିର ଗାଁ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୯ ଜୁଲାଇ ୨୦୨୩

ମୁଁ ଏକ ଗୋଧୁଳୀ ରଙ୍ଗଅଧୀରା
କାଶତଣ୍ଡିର ଗାଆଁ
ରାତି ଆକାଶର ଏକୁଟିଆ ତାରା
ଅରୁନ୍ଧତୀ ମୋ ନାଆଁ
ଦୂର ଅତୀତର ସପନ ହକଳା
ଆକାଶର ନୀଳ ଧରି
ତୁମେ ଖୋଜୁଥାଅ ହେନା, ଯୁଇ, ଯାଇ
ମହକେ ହେବାକୁ ଘାରି
ମୁଁ ନଦୀ ନୁହେଁ ସାଗର ବି ନୁହେଁ
ଅରୁନ୍ଧତୀ ମୋ ନାଆଁ
ସ୍ମୃତି ଝଲମଲ ହୀରାନୀଳା ନୁହଁ
ପ୍ରୀତି ପୁଲକିତ ଗାଁ
ସେ ଗାଁରେ ଆଜି ସପନ ବାନ୍ଧିଛି ଘର
କଇଁ ପାଖୁଡ଼ାରେ ଲେଖିଛି ପ୍ରୀତିର ସ୍ଵର
ମୁଁ ଏକ ଗୋଧୁଳୀ ରଙ୍ଗଅଧୀରା
କାଶତଣ୍ଡିର ଗାଆଁ
ଶରତ ଆକାଶେ ଏକୁଟିଆ ତାରା
ଅରୁନ୍ଧତୀ ମୋ ନାଁ ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

ଏପାଖ ସେପାଖ
Literature

ଏପାଖ ସେପାଖ

by ଆଲୋକ କୁମାର ପ୍ରଧାନ
March 16, 2026

ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ମାର୍ଚ୍ଚ ୨୦୨୬ ଥିଲା ଥିଲା ବୋଲି କହିଲେ କି ହେବ ନଥିବା ଭିଡ଼ରେ ଥାଇ ଥିଲାର ସନ୍ତିଲା ନଥିଲା ଭୋକକୁ...

Read more
“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”

March 14, 2026
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.