• About
  • Contact
Monday, December 8, 2025
Monday, December 8, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜୟ ଗଣେଷ

ଜୟ ଗଣେଷ
Share on FacebookShare on Xshare on Whatsappshare on Linkedin
ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୧୯ ସେପ୍ଟେମ୍ବର ୨୦୨୩

ଗଉରୀ ନନ୍ଦନ
ପ୍ରଭୁ ଗଜାନନ
ଗଣନାଥ ଗଣପତି,
କୋଟି ସୂର୍ଯ୍ୟସମ
ବିଦ୍ୟା ତେଜ ତୁମ
ଦାନ କର ବିଦ୍ୟାପତି ।

ତୁମ ଜ୍ଞାନ ତେଜେ
ଆମେ ତେଜିୟାନ
ଚନ୍ଦ୍ର ପୃଷ୍ଠେ ପହଞ୍ଚିଛୁ,
ଆଉ ସ୍ବଳ୍ପ ଜ୍ଞାନ
ତୁମେ କଲେ ଦାନ
ସୂର୍ଯ୍ୟ ପୃଷ୍ଠେ ପହଞ୍ଚିବୁ।

କୋଟି ସୂର୍ଯ୍ୟସମ
ତୁମରି ପ୍ରଭାବ
ସର୍ବତ୍ର ଆମେ ପଢିଛୁ,
ଗୋଟିଏ ସୂର୍ଯ୍ୟର
ପୃଷ୍ଠକୁ ନଗଲେ
ବିଶ୍ବାସ ତୁଛ ମଣୁଛୁ ।

ଆସିଛି ସେଦିନ
କର ତେଜ ଦାନ
ମନୁ ଭ୍ରମ ରହୁ ଦୂରେ,
ସେ ଜ୍ଞାନ ତେଜରେ
ସୁର୍ଯ୍ୟଙ୍କ ପୃଷ୍ଠରେ
ତୁମ ପୂଜା ହେଉ ଥରେ ।

କବି ଗଦାଧର ସାହୁ

କବି ଗଦାଧର ସାହୁ

ବ୍ରହ୍ମଗିରି, ପୁରୀ
ଦୂରଭାଷ + ୭୨୦୫୪୦୧୨୧୩

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.