• About
  • Contact
Sunday, December 7, 2025
Sunday, December 7, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନବରାତ୍ରୀ ଓ ଦୁର୍ଗୋତ୍ସବ

ନବରାତ୍ରୀ ଓ ଦୁର୍ଗୋତ୍ସବ
Share on FacebookShare on Xshare on Whatsappshare on Linkedin
ପ୍ରମୋଦ କୁମାର ଦାଶ, କଟକ, ୧୫ ଅକ୍ଟୋବର ୨୦୨୩

ସର୍ବ ଦେବୀ ପୀଠ
ପୂଜା ଆରାଧୂତ
ନବ-ବେଶେ
ନବରାତ୍ରୀ,
ସର୍ବ – ଜନଗଣ
କରନ୍ତି ଦର୍ଶନ
ପ୍ରଥମରେ ଶୈଳପୁତ୍ରୀ ।

ଆହାଃ କି ପବିତ୍ର
ରୂପ ଶୋଭାବନ୍ତ
ଦିତୀୟେ ବ୍ରହ୍ମଚାରିଣୀ,
ତ୍ରୟେ ଚନ୍ଦ୍ରଘଣ୍ଟା
ଚତୁର୍ଥରେ ଦେବୀ
କୁଷ୍ମାଣ୍ଡା ଯେ’ ସଂଜୀବନୀ ।

ପଞ୍ଚମ ଦିବସେ
ସ୍କନ୍ଧମାତା ଦେବୀ
ଷଷ୍ଠ ରୂପେ କାତ୍ୟାୟନୀ,
ସ୍ନେହ-ଶ୍ରଦ୍ଧା ଆଉ
ବାତ୍ସଲ୍ୟ ମମତା
ସୁଖ-ଶାନ୍ତି ପ୍ରଦାୟିନୀ ।

ସପ୍ତମରେ ଦେବୀ
କାଳରାତ୍ରୀ ରୂପେ
ମା’ ଗୋ ଦୁର୍ଗତିନାଶିନୀ,
ଦୁର୍ନୀତି – ଅନ୍ୟାୟ
ପାପ ବିନାଶିନୀ
ସର୍ବ ସଂକଟ-ତାରିଣୀ ।

ଅଷ୍ଟମ ବେଶରେ
ଦେବୀ ମହାଗୌରୀ
ଆଶିଷ ଦିଅନ୍ତି ବୁଣି,
ଶେଷ ସିଦ୍ଧିଦାତ୍ରୀ
ଦେବୀ ଦୁର୍ଗାଙ୍କର
ନବରାତ୍ରୀର କାହାଣୀ । “

ପ୍ରମୋଦ କୁମାର ଦାଶ

ପ୍ରମୋଦ କୁମାର ଦାଶ

ରାଜ୍ୟ ସରକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶ ସେବକ ଓ ସଭାପତି : ଜନମଙ୍ଗଳ । ଗୋପାଳପୁର, ନିଶ୍ଚିନ୍ତକୋଇଲି, କଟକ
ମୋ : ୯୩୩୭୫୪୭୨୪୨

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.