• About
  • Contact
Wednesday, March 11, 2026
Wednesday, March 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମା’ – ଏକ ନବଜନ୍ମ

ମା’ – ଏକ ନବଜନ୍ମ
Share on FacebookShare on Xshare on Whatsappshare on Linkedin
ପ୍ରମୋଦ କୁମାର ଦାଶ, କଟକ, ୨୦ ଫେବୃୟାରୀ ୨୦୨୪

ମୁଁ ପୁଣିଥରେ ଜନ୍ମନେଲି ଏନ୍ତୁଡ଼ିଶାଳରେ,
ସମସ୍ତ ଗତ, ବିଗତ ଅନୁଭବକୁ
ପଛରେ ପକାଇ
ଅନୁସରିତ କଲି ଦେହକୁ, ମନକୁ
କେବଳ ଆଉ କେବଳ
କୁଆଁ, କୁଆଁ ରାବର
ମଧୁର ଧ୍ବନି ପଛରେ ।

ନବ ଯନ୍ତ୍ରଣାକୁ ଭୁଲିଗଲି
ନୂତନ ଆନନ୍ଦର ମଧୁର ସ୍ପର୍ଶରେ,
ଅତି କୋମଳ ଅଙ୍ଗୀ ମୋର
ଶରୀରର ଅବିଚ୍ଛେଦ୍ୟ ଅଂଗକୁ
କୋଳ ମଣ୍ଡିତ କରି,
ପୂର୍ଣ୍ଣ କରିଦେଲି ମୋର ଆଗାମୀ
ଶତାବ୍ଦୀକୁ ।

ମୁଁ ପୁଣିଥରେ ନବଜନ୍ମ ନେଲି,
ଏକ ମଧୁର ସ୍ବରର ଧ୍ୱନି,
ମୋର ଆତ୍ମା କୁ ବିଜଡ଼ିତ କରି
ମୋର ସମଗ୍ର ସତ୍ତାକୁ
ଆବୋରି ଧରି
ଗୁଞ୍ଜିତ କଲା ମା’ ମା’ ବୋଲି
ମୋ ଚାରିପଟେ ଘୁରି ଘୁରି ।

ପ୍ରମୋଦ କୁମାର ଦାଶ

ପ୍ରମୋଦ କୁମାର ଦାଶ

ରାଜ୍ୟ ସରକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶ ସେବକ ଓ ସଭାପତି : ଜନମଙ୍ଗଳ । ଗୋପାଳପୁର, ନିଶ୍ଚିନ୍ତକୋଇଲି, କଟକ
ମୋ : ୯୩୩୭୫୪୭୨୪୨

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.