• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପଦ୍ମଶ୍ରୀ ରଜତ କୁମାର କର

ପଦ୍ମଶ୍ରୀ ରଜତ କୁମାର କର
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୪ ମଇ ୨୦୨୪

ରଜତ ନୁହଁନ୍ତି ସୁବର୍ଣ୍ଣ ଅଟନ୍ତି
          ମାହାଙ୍ଗା ର ବରପୁତ୍ର ।
କୋଟିରେ ଗୋଟିଏ ଜନମ ନିଅନ୍ତି
         ତାଙ୍କ ପରି ସହିତ୍ୟିକ ।।

ଓଡ଼ିଆ ଭାଷାକୁ କରି ସେ ମନ୍ଥନ
          ଅମୃତ କଳସ ଧରି ।
ଉଭା ହୋଇଥିଲେ ଓଡ଼ିଶା ମାଟିରେ
        ବାଣ୍ଟୁ ଥିଲେ ପୁର ପଲ୍ଲୀ ।।

ଜଗନ୍ନାଥ ଆଉ ଭଞ୍ଜ ସାହିତ୍ୟର
            ଥିଲେ ବହୁ ଜଣା ଶୁଣା ।
ଆମେରିକା ଯାଇ ବଖାଣିଲେ କେତେ
           ଜଗନ୍ନାଥଙ୍କ ମହିମା ।।

ରଥ ଯାତ୍ରା ବେଳେ ଶ୍ରୀକ୍ଷେତ୍ରରେ ବସି
          କରନ୍ତି ମହିମା ଗାନ ।
ଲକ୍ଷ ଲକ୍ଷ ଭକ୍ତ ସ୍ତବ୍ଧ ହେଉଥିଲେ
         ଶୁଣି ଓଜସ୍ୱୀ ଭାଷଣ ।।

ତାଙ୍କ ସମୟରେ ପାଲା ଜଗତରେ
         ହଇଚଇ ସୃଷ୍ଟି କଲେ ।
ଜ୍ଞାନ ରୂପକାର ଗନ୍ତା ଘର ଥିଲେ
        କେତେ ନୀତି ବାଣୀ ଦେଲେ ।।

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାର ସହିତ
       ଢ଼ାଳଇ କୋଟି ପ୍ରଣତି ।
ପ୍ରଭୁ କୃପା ଥାଉ ଅମର ରଜତ
      ପ୍ରାର୍ଥନା କରଇ ନିତି ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.