• About
  • Contact
Thursday, January 22, 2026
Thursday, January 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆଉଥରେ ପୁରୀ

ଆଉଥରେ ପୁରୀ
Share on FacebookShare on Xshare on Whatsappshare on Linkedin
ମାନସ ରଂଜନ ମହାପାତ୍ର, ପୁରୀ, ୧୧ ନଭେମ୍ବର ୨୦୨୩

ଏବେ ସମୟକୁ ବିତେଇ ହୁଏନି
ଗପିଗପି
ଚାଲି ହୁଏନାହିଁ ବି ଅସୀମ ସମୟକୁ
ଲୁଚିଲୁଚି

ଏ କେମିତି ସମୟ କହିଲ !
ସମୟ କି ବାଲି, ସମୁଦ୍ର ବା
ଜଗନ୍ନାଥ
ଦିଗବାରେଣି ଖୁଣ୍ଟି ଚାରିପାଖେ
ଉଡ଼ୁଥିବା ଅଶାନ୍ତ ଚଢ଼େଇ
ନା କେଉଁ ହଜିଯାଇଥିବା
ପ୍ରେମିକାର ଶାଢ଼ି
ସମୟ କି ଭଙ୍ଗାପୋଲରୁ
ତଳକୁ ଖସି ପଡ଼ୁଥିବା ରେଳଗାଡ଼ି !

ସମୟ ଏମିତି ବଦଳି ଗଲାଣି ଯେ
ତୁମେ ଆଉ ଚିହ୍ନି ହେଉନାହଁ
ପ୍ରିୟତମା ପୁରୀ
ବହୁ ଚିହ୍ନାଲୋକ ବି ହଜିଗଲେଣି ତୁମ
ରାସ୍ତାଘାଟରୁ
ମୁଁ ଲଣ୍ଠନ ଆଲୁଅରେ
ଖୋଜିହେଉଛି ତୁମକୁ ରାତିସାରା
ଦୋଳବେଦି କୋଣେ।।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ମନ୍ତ୍ରୀ ସେବେର
Literature

ମନ୍ତ୍ରୀ ସେବେର

by ପ୍ରଭୁକଲ୍ୟାଣ ମହାପାତ୍ର
January 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଜାନୁୟାରୀ ୨୦୨୬ ମନ୍ତ୍ରୀଙ୍କର ଆଗେ ଥିଲା ନିଜସ୍ୱ ଚମକ, ଦକ୍ଷତାରେ ରଖୁଥିଲେ ଏ ରାଜ୍ୟର ଟେକ। ।।୧।। ରାଜ୍ୟର ପ୍ରଗତି ଥିଲା...

Read more
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.