• About
  • Contact
Friday, January 23, 2026
Friday, January 23, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅଭିନନ୍ଦନ-୨୦୨୪

ଅଭିନନ୍ଦନ-୨୦୨୪
Share on FacebookShare on Xshare on Whatsappshare on Linkedin
ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୧ ଜାନୁଆରୀ ୨୦୨୪

ଅଭିନନ୍ଦନର
ମହ ମହ ବାସ୍ନା
ବାସୁଛି ଗାଁ ସହରେ,
ସ୍ବାଗତ ଶୁଭେଚ୍ଛା
ମଙ୍ଗଳ କାମନା
ଶୁଭୁଛି ସଭିଙ୍କ ସ୍ବରେ ।

ନୂଆ ବର୍ଷ ଆସେ
ପୁରୁଣା ହୋଇବ
ସମ୍ପର୍କ ସତେଜ ଥାଉ,
ଅଭିନନ୍ଦନ ଓ
ସ୍ବାଗତ ଶୁଭେଛା
ଶାନ୍ତି ପ୍ରୀତି ଭରି ଦେଉ ।

ମଙ୍ଗଳ କାମନା
ସଭିଏଁ କରନ୍ତି
ବିଭୁପାଦେ ମଥାପାତି,
ରାତି ପାହିଗଲେ
ସୂରୁଜ ଉଇଁଲେ
ମିଳୁ ପ୍ରେମ ସୁଖ ଶାନ୍ତି ।

କବି ଗଦାଧର ସାହୁ

କବି ଗଦାଧର ସାହୁ

ବ୍ରହ୍ମଗିରି, ପୁରୀ
ଦୂରଭାଷ + ୭୨୦୫୪୦୧୨୧୩

Related Posts

ମନ୍ତ୍ରୀ ସେବେର
Literature

ମନ୍ତ୍ରୀ ସେବେର

by ପ୍ରଭୁକଲ୍ୟାଣ ମହାପାତ୍ର
January 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଜାନୁୟାରୀ ୨୦୨୬ ମନ୍ତ୍ରୀଙ୍କର ଆଗେ ଥିଲା ନିଜସ୍ୱ ଚମକ, ଦକ୍ଷତାରେ ରଖୁଥିଲେ ଏ ରାଜ୍ୟର ଟେକ। ।।୧।। ରାଜ୍ୟର ପ୍ରଗତି ଥିଲା...

Read more
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.