• About
  • Contact
Wednesday, July 15, 2026
Wednesday, July 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅପାସୋରା ଏକ କବିତାର ଧାଡ଼ି

ଅପାସୋରା ଏକ କବିତାର ଧାଡ଼ି
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୨ ମଇ ୨୦୨୪

ଅପାସୋରା ଏକ କବିତାର ଧାଡ଼ି
ଖୋଜି ମୁଁ ପାଇଲି ଦିନେ
ଗୋଧୂଳି ଲଗନେ କାନପାତି ଶୁଣେ
କବିତାର ନୂଆ ମାନେ ।୧ ।

କବିତା କି ଏକ ଫଗୁଣ ଗୋଧୂଳି
ଭିଜା ଭିଜା ନୀରବତା
ନିଖୋଜ ମନର ସପନ ହକଳା
ସ୍ମୃତି ଭରା ବ୍ୟାକୁଳତା ।୨।

କବିତା ତ କେବେ ମରିପାରେ ନାହିଁ
କବି ମନ ଅଗଣାରୁ
ବାସନ୍ତୀ ମହକ ତଳେ
ଅସରା ପ୍ରୀତିର ଅଲିଭା ଦୀପାଳି ହୋଇ
କବିତା ପାଖୁଡ଼ା ଜଳେ ।୩।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

ନିର୍ବାଚନ ପୂର୍ବ, ରାତି
Literature

ନିର୍ବାଚନ ପୂର୍ବ, ରାତି

by ଜୟ କୁମାର ମିଶ୍ର
July 11, 2026

ଜୟ କୁମାର ମିଶ୍ର, ଗଜପତି, ୧୧ ଜୁଲାଇ ୨୦୨୬ ପାହିଗଲେ ରାତି, ଅପେକ୍ଷାର ଇତି ନିର୍ବାଚନ ମତ ଦାନ, କେତେ ହଟାପାଟି, ହେବେ ପିଟା ପିଟି ମିଛ...

Read more
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

July 3, 2026
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
ଗାଆଁ ଟାଉଟର

ଗାଆଁ ଟାଉଟର

June 22, 2026
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.