• About
  • Contact
Monday, October 5, 2026
Monday, October 5, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭୋକ – ୧

ଭୋକ – ୧
Share on FacebookShare on Xshare on Whatsappshare on Linkedin
ପବିତ୍ର ବ୍ରହ୍ମପୁତ୍ର ନାୟକ, ୬ ନଭେମ୍ବର ୨୦୨୨

ସେଇ ଯୋଉ ଲୋକଟିକୁ
ମୁଁ ନାଁ ପଚାରିଲି,

ଅନେକ ସମୟ ନୀରବ ରହିବା ପରେ
କହିଲା
ରେ ବାବୁ !
ଦବୁ ଯଦି ଦେଇଯା’
ଟଙ୍କା କେଇଟା
ପେଟରେ ଭୋକ ପରି ନାଁ ଗୋଟେ
ଉତ୍ପାତ କରୁଛି ।

ପବିତ୍ର ବ୍ରହ୍ମପୁତ୍ର ନାୟକ

ପବିତ୍ର ବ୍ରହ୍ମପୁତ୍ର ନାୟକ

ବିଶିଷ୍ଟ କବି ଓ "ବନଫୁଲ" ର‌ ସମ୍ପାଦକ

Related Posts

ମନେ ପଡେ ଆଜି ଦିନ
Literature

ମନେ ପଡେ ଆଜି ଦିନ

by ବିଜୟ କୁମାର ପାଣି
October 2, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨ ଅକ୍ଟୋବର ୨୦୨୬ ଭଗ୍ନ ସ୍ୱାସ୍ଥ୍ୟ ତାଙ୍କ ନଗ୍ନ ଶରୀରଟି ଦେଖିଲେ ଲାଗୁଛି ସତେ । ଖଦଡ଼ ଲୁଗା ଟା...

Read more
ଚଷମା

ଚଷମା

September 29, 2026
ମୁହୂର୍ତ୍ତ

ମୁହୂର୍ତ୍ତ

September 22, 2026
ପକ୍ଷୀଘର।

ପକ୍ଷୀଘର।

September 19, 2026
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.