• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବିଚ୍ଛେଦର ଲୁହ ଗୀତି

ବିଚ୍ଛେଦର ଲୁହ ଗୀତି
Share on FacebookShare on Xshare on Whatsappshare on Linkedin
ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧ ଅଗଷ୍ଟ ୨୦୨୪

ତୁମେ ନିରାସକ୍ତ ନିଃସ୍ୱ ଦୀପଶିଖା
ତମସାରେ ପ୍ରଜ୍ଜ୍ଵଳିତ
ମୁଁ ଯେ ଦିବସର ଅନାସକ୍ତ ଆଶା
ଆଲୁଅରେ ନିର୍ବାପିତ।

ତୁମ ସାଥେ ବିହୀ ଭେଟ କରାଇଲା
ଫୁଟିଲା ପ୍ରେମର କଳି
ସପନ ଦେଖିଲି ଜନମେ ଜନମେ
ତୁମକୁ ପାଇବି ବୋଲି
ସପନ ତୁଟିଲା ହୃଦୟ ଭାଙ୍ଗିଲା
ଖେଳ ସେ ତ ସମୟର
ତୁମ ମୋ ଭିତରେ କିଏ ଟାଣିଦେଲା
ଲକ୍ଷ୍ମଣ ରେଖାର ଗାର।

ତୁମେ ଲୁଚାଉଛ ଲୁହର ଠିକଣା
ଝରିବାକୁ କର ମନା
ହୃଦୟରେ ମୋର କୋହର କୋଠରୀ
କେହିତ ଦେଖି ପାରେନା
ସମାଜର ନୀତି ନିୟମ ପାଖରେ
ପ୍ରେମ ଆଜି ପରାଜିତ
ବିଚ୍ଛେଦ ନିଆଁରେ ଦୁଇ ମନ ଜଳେ
ଭାଗ୍ୟ ଆମ ବିଡ଼ମ୍ବିତ।

ସଚ୍ଚିଦାନନ୍ଦ ବେହେରା

ସଚ୍ଚିଦାନନ୍ଦ ବେହେରା

ଯୁଗ୍ମ ନିର୍ଦ୍ଦେଶକ
କୋଷାଗାର୍ ପରିଦର୍ଶନ ଓ ନିର୍ଦ୍ଦେଶାଳୟ
ଭୁବନେଶ୍ୱର
ଫୋନ୍ +୯୧୬୩୭୦୩୨୭୯୨୯

Related Posts

ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)
Literature

ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)

by ସସ୍ମିତା ପଣ୍ଡା
October 16, 2026

ସସ୍ମିତା ପଣ୍ଡା, କଟିକଟା, କଟକ, ୧୬ ଅକ୍ଟୋବର, ୨୦୨୬ ତୁମେ କାତ୍ୟାୟନୀ ବ୍ରହ୍ମାଣ୍ଡ ସୁନ୍ଦରୀ ବରମୁଦ୍ରା ପ୍ରଦାୟିନୀ । ମୁଁ ଯେ ଶେଫାଳୀର ଭୂମିଲଗ୍ନା ସ୍ତୁତି ପ୍ରତିକ୍ଷଣେ...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୮୦)

October 15, 2026
ଚିହ୍ନ

ଚିହ୍ନ

October 13, 2026
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.