ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୩୧ ମାର୍ଚ୍ଚ ୨୦୨୪
ବିଶ୍ୱାସ କରି
ସାରାଟା ଜୀବନ
ବିଷ ମୁଁ କରିଛି ପାନ,
ସେଇ ବିଷ ଦେଇ
ପ୍ରତିମା ଗଢ଼ିଛି
କରିଛି ମୁଁ ମହିୟାନ।
ବିଷ ବି ଜୀବନେ
ଅମୃତ ହୁଏ
ଅମୃତ କେବେ ବିଷ,
ବିଶ୍ବାସ ଦେଇ
ବିଷ ମିଳେ ଯଦି
ନାହିଁ ମୋର ଅବଶୋଷ।
ବିଶ୍ୱାସ କରି
ସାରାଟା ଜୀବନ
ବିଷ ମୁଁ କରିଛି ପାନ,
ସେଇ ବିଷ ଦେଇ
ପ୍ରତିମା ଗଢ଼ିଛି
କରିଛି ମୁଁ ମହିୟାନ।
ବିଷ ବି ଜୀବନେ
ଅମୃତ ହୁଏ
ଅମୃତ କେବେ ବିଷ,
ବିଶ୍ବାସ ଦେଇ
ବିଷ ମିଳେ ଯଦି
ନାହିଁ ମୋର ଅବଶୋଷ।
ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩
Sudipta Mishra, Puri, 1 August 2026 Every time I hold a cup of tea, I remember: there was a time,...
Read more