ଡାଃ. ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୮ ଜାନୁୟାରୀ ୨୦୨୩
ବିଶ୍ୱାସ କରି
ସାରାଟା ଜୀବନ
ବିଷ ମୁଁ କରିଛି ପାନ,
ସେଇ ବିଷ ଦେଇ
ପ୍ରତିମା ଗଢ଼ିଛି
କରିଛି ମୁଁ ମହୀୟାନ ।
ବିଷ ବି ଜୀବନେ
ଅମୃତ ହୁଏ
ଅମୃତ କେବେ ବିଷ,
ବିଶ୍ୱାସ ଦେଇ
ବିଷ ମିଳେ ଯଦି
ନାହିଁ ମୋର ଅବଶୋଷ ।
ବିଶ୍ୱାସ କରି
ସାରାଟା ଜୀବନ
ବିଷ ମୁଁ କରିଛି ପାନ,
ସେଇ ବିଷ ଦେଇ
ପ୍ରତିମା ଗଢ଼ିଛି
କରିଛି ମୁଁ ମହୀୟାନ ।
ବିଷ ବି ଜୀବନେ
ଅମୃତ ହୁଏ
ଅମୃତ କେବେ ବିଷ,
ବିଶ୍ୱାସ ଦେଇ
ବିଷ ମିଳେ ଯଦି
ନାହିଁ ମୋର ଅବଶୋଷ ।
ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୬ ମହାତ୍ମା ଗାନ୍ଧୀ ମାର୍ଗ ରାଜଧାନୀର ରହିଥାଏ ତାହା ସଦା ଭରପୁର ଗର୍ଜନ ଶୁଭେ ସେଠି ପ୍ରତିପକ୍ଷର ବିକ୍ଷୋଭ ଅସ୍ତ୍ର ସାଜେ...
Read more