• About
  • Contact
Saturday, February 14, 2026
Saturday, February 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଧନୁମୁଆଁ

ଧନୁମୁଆଁ
Share on FacebookShare on Xshare on Whatsappshare on Linkedin
ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୧୬ ଡିସେମ୍ବର ୨୦୨୩

କାଲି ନୂଆ ଧାନ
ଅମଳ ହୋଇଛି
ଆଜି ଧନୁମୁଆଁ ହେବ,
ଧନୁ ସଂକ୍ରାନ୍ତିରେ
ଶ୍ରୀମନ୍ଦିରେ ମୁଆଁ
ଠାକୁରଙ୍କୁ ଭୋଗ ହେବ।

ଖଇରେ ପଡ଼ିଛି
ଗୁଡ ଗୁଆଘିଅ
ଲବଙ୍ଗ ଓ ଗୁଜୁରାତି,
ସୁଆଦ କରିବ
ନଡିଆର ପାତି
ମୁଆଁର ବଢିବ ଖ୍ଯାତି ।

ଭୋଗହେବା ପରେ
ସମସ୍ତେ ଖାଇବେ
ପୁଷେ ଖଇ ମାଘେ ଦହି,
ପାଚନ ପ୍ରକ୍ରିୟା
ସରଳ ହୋଇବ
ବଇଦ ଯିବ ଦୂରେଇ।

କବି ଗଦାଧର ସାହୁ

କବି ଗଦାଧର ସାହୁ

ବ୍ରହ୍ମଗିରି, ପୁରୀ
ଦୂରଭାଷ + ୭୨୦୫୪୦୧୨୧୩

Related Posts

ଦେଖିବାକୁ ଇଚ୍ଛା
Literature

ଦେଖିବାକୁ ଇଚ୍ଛା

by ପ୍ରଭୁକଲ୍ୟାଣ ମହାପାତ୍ର
February 10, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୬ ତୋତେ ଟିକେ ଦେଖିବାକୁ ମନେ ଭରେ ଇଚ୍ଛା, ସଂସାର ଜଞ୍ଜାଳ ଏଣେ ଛାଡ଼ୁ ନାହିଁ ପିଛା । ।।୧।।...

Read more
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
ବିସ୍ମୃତ ବିଜୟ (ଭାଗ ୬୦)

ବିସ୍ମୃତ ବିଜୟ (ଭାଗ ୬୦)

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.