• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଦୀପ ସଳିତାରେ ଜଳିଯାଉ ଆଜି

Death – An Illusion
Share on FacebookShare on Xshare on Whatsappshare on Linkedin
ଡାଃ. ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୫ ଜାନୁୟାରୀ ୨୦୨୩

ଦୀପ ସଳିତାରେ ଜଳିଯାଉ ଆଜି
ମୋ ମନର ଅହଂକାର
ଆଖିର ଲୁହରେ ଧୋଇ ହୋଇଯାଉ
ଜୀବନର ଅନ୍ଧାର । ୧ ।

ଦୁଇ ଦିନର ଏ ଜୀବନରେ ଯେବେ
ଟିକିଏ ମମତା ପାଇଁ
ଆମେ ଜଣେ ଜଣେ ବାଟୋଇ କେବଳ
ବାଟର ତ ଶେଷ ନାହିଁ । ୨ ।

ମରିଚୀକା ପଛେ ଗୋଡ଼ାଇ ହେବା କି
ଶେଷ କଥା ଜୀବନର
ଦୀପ ସଳିତାରେ ଜଳିଯାଉ ଆଜି
ମୋ ମନର ଅହଂକାର
ଆଖିର ଲୁହରେ ଧୋଇ ହୋଇଯାଉ
ଜୀବନର ଅନ୍ଧାର । ୩ ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

Renaissance
Literature

Renaissance

by Prasanna Kkumar
September 1, 2026

Prasanna Kkumar, Hyderabad, 1st September 2026 Evolving of minutes In the tides of the times, Revival and rebirth Happens tuning...

Read more
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.