• About
  • Contact
Sunday, December 3, 2023
Sunday, December 3, 2023
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗୀତଟିଏ ପରି ଆସିଲ ସେଦିନ

Comma, Semicolon; Hyphen-
Share on FacebookShare on Twittershare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୩

ଗୀତଟିଏ ପରି ଆସିଲ ସେଦିନ
ମୋ ମନକୁ ମହକାଇ
ଛୁଇଁ ଦେଇଗଲ ଖିଆଲି ମନକୁ
ମୁଠାଏ ସପନ ହୋଇ ।

ଶରତ ନଈର ଜଳ ଅଇନାରେ
ତୁମରି ମନର ଛାଇ
ମୁଗ୍ଧ ଏ ମୋର ମଧୁପାୟୀ ମନ
ଖୋଜୁଛି ବିଭୋର ହୋଇ ।

କେଉଁ ଏଲୋରାର ମୁଖଶାଳା ତୁମେ
କୋଣାରକ କାରୁକଳା
ବିରହୀ କବିର କାବ୍ୟ ନାୟିକା
ସୂତନୁକା ଚାରୁଶିଳା
ତୁମେ ସତେ ଆଗୋ ପ୍ରୀତିର ପୂରବୀ
ମୋ ଭାବନା ଗଲ ଛୁଇଁ
ଗୀତଟିଏ ପରି ଆସିଲ ସେଦିନ
ମୋ ମନକୁ ମହକାଇ ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

ସ୍ୱରଲିପି ଅତୀତର
Literature

ସ୍ୱରଲିପି ଅତୀତର

by ମନୋରମା ବିଶ୍ଵାଳ ମହାପାତ୍ର
December 3, 2023

ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୩ ସମୟ ତ ଦିନେ ପୋଛି ଦେଇଯିବ ହାତ ପାପୁଲିରେ ତାର ଭଲ ପାଇବାର ଭୂମିକା ଭିତରେ...

Read more
ବାଲିଯାତ୍ରା ବୁଲିଚାଲ

ବାଲିଯାତ୍ରା ବୁଲିଚାଲ

November 30, 2023
ଜହ୍ନରାତି

ଜହ୍ନରାତି

November 28, 2023
ଧବଳେଶ୍ଵରଙ୍କ ବଡ ଓଷା

ଧବଳେଶ୍ଵରଙ୍କ ବଡ ଓଷା

November 26, 2023
Painting of Truth

Painting of Truth

November 26, 2023
ନାଲି କଇଁଟିଏ

ନାଲି କଇଁଟିଏ

November 26, 2023
  • About
  • Contact

© 2023 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2023 www.thenirvik.com.