• About
  • Contact
Wednesday, June 17, 2026
Wednesday, June 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜୟ ଗଣେଷ

ଜୟ ଗଣେଷ
Share on FacebookShare on Xshare on Whatsappshare on Linkedin
ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୧୯ ସେପ୍ଟେମ୍ବର ୨୦୨୩

ଗଉରୀ ନନ୍ଦନ
ପ୍ରଭୁ ଗଜାନନ
ଗଣନାଥ ଗଣପତି,
କୋଟି ସୂର୍ଯ୍ୟସମ
ବିଦ୍ୟା ତେଜ ତୁମ
ଦାନ କର ବିଦ୍ୟାପତି ।

ତୁମ ଜ୍ଞାନ ତେଜେ
ଆମେ ତେଜିୟାନ
ଚନ୍ଦ୍ର ପୃଷ୍ଠେ ପହଞ୍ଚିଛୁ,
ଆଉ ସ୍ବଳ୍ପ ଜ୍ଞାନ
ତୁମେ କଲେ ଦାନ
ସୂର୍ଯ୍ୟ ପୃଷ୍ଠେ ପହଞ୍ଚିବୁ।

କୋଟି ସୂର୍ଯ୍ୟସମ
ତୁମରି ପ୍ରଭାବ
ସର୍ବତ୍ର ଆମେ ପଢିଛୁ,
ଗୋଟିଏ ସୂର୍ଯ୍ୟର
ପୃଷ୍ଠକୁ ନଗଲେ
ବିଶ୍ବାସ ତୁଛ ମଣୁଛୁ ।

ଆସିଛି ସେଦିନ
କର ତେଜ ଦାନ
ମନୁ ଭ୍ରମ ରହୁ ଦୂରେ,
ସେ ଜ୍ଞାନ ତେଜରେ
ସୁର୍ଯ୍ୟଙ୍କ ପୃଷ୍ଠରେ
ତୁମ ପୂଜା ହେଉ ଥରେ ।

କବି ଗଦାଧର ସାହୁ

କବି ଗଦାଧର ସାହୁ

ବ୍ରହ୍ମଗିରି, ପୁରୀ
ଦୂରଭାଷ + ୭୨୦୫୪୦୧୨୧୩

Related Posts

ଦେଖଣା ସୁନ୍ଦର, କଖାରୁ ବଡ଼ି
Literature

ଦେଖଣା ସୁନ୍ଦର, କଖାରୁ ବଡ଼ି

by ଜୟ କୁମାର ମିଶ୍ର
June 15, 2026

ଜୟ କୁମାର ମିଶ୍ର, ଗଜପତି, ୧୫ ଜୁନ ୨୦୨୬ ଡଉଲ ଡାଉଲ, ରୂପ ଝଲ ମଲ ମିଠା ମିଠା, କଥା ଭାଷା, ଦେଖେ, ଶୁଣେ ଯିଏ, ଆକର୍ଷିତ...

Read more
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.