ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୨୮ ଅଗଷ୍ଟ ୨୦୨୩
ମନଭରି ପିଇ ଯା
ହିନ୍ଦୁ,ମୁସଲମାନ୍
ଶିଖ୍ ,ଖ୍ରୀଷ୍ଟିୟାନ
ସମସ୍ତଙ୍କ ରକ୍ତ ।
ପିଇ ପିଇ ଫାଟି ଯା,
ସମସ୍ତେ ଦେଖନ୍ତୁ
ରକ୍ତର କେତୋଟି ରଙ୍ଗ ।
ମନଭରି ପିଇ ଯା
ହିନ୍ଦୁ,ମୁସଲମାନ୍
ଶିଖ୍ ,ଖ୍ରୀଷ୍ଟିୟାନ
ସମସ୍ତଙ୍କ ରକ୍ତ ।
ପିଇ ପିଇ ଫାଟି ଯା,
ସମସ୍ତେ ଦେଖନ୍ତୁ
ରକ୍ତର କେତୋଟି ରଙ୍ଗ ।
Sudipta Mishra, Puri, 1 August 2026 Every time I hold a cup of tea, I remember: there was a time,...
Read more