• About
  • Contact
Saturday, February 14, 2026
Saturday, February 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମୋ ମନରେ ଆଜି ଆଙ୍କିଦେଲା କିଏ

ମୋ ମନରେ ଆଜି ଆଙ୍କିଦେଲା କିଏ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୬ ମଇ ୨୦୨୪

ମୋ ମନରେ ଆଜି ଆଙ୍କିଦେଲା କିଏ
ବଣ ମୟୂରୀର ଛାଇ
ସେ ଛାଇ ଭିତରେ ବଦଳି ଉଠିଲା
ଶରତର ନୀଳ କଇଁ।

ପ୍ରୀତିର ପୂରବୀ ରାଗ ଆଶାବରୀ
ଜୀବନକୁ ମହକାଇ
ଆକାଶର ଶତ ଇନ୍ଦ୍ରଧନୁର
ରଙ୍ଗ ଖେଳାଇ ଦେଇ।
ସଜାଇ ଦିଅ ଗୋ ଜୀବନକୁ ଆଜି
ସମୟକୁ ମହକାଇ।

ଶରତର ଶତ ଶରଧାର ଧାରା
ତମ ମନେ ଗଲା ଝରି
କଥା ରହିଯାଏ ଅକୁହା ଏମିତି
ସମୟ ବି ଯାଏ ସରି
ସଞ୍ଜ ତାରା ମୁଁ ନୀଳ ଆକାଶରେ
କେବେ ବି ଲିଭିବି ନାହିଁ
ମୋ ମନରେ ଆଜି ଆଙ୍କିଦେଲା କିଏ
ବଣ ମୟୂରୀର ଛାଇ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

ଦେଖିବାକୁ ଇଚ୍ଛା
Literature

ଦେଖିବାକୁ ଇଚ୍ଛା

by ପ୍ରଭୁକଲ୍ୟାଣ ମହାପାତ୍ର
February 10, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୬ ତୋତେ ଟିକେ ଦେଖିବାକୁ ମନେ ଭରେ ଇଚ୍ଛା, ସଂସାର ଜଞ୍ଜାଳ ଏଣେ ଛାଡ଼ୁ ନାହିଁ ପିଛା । ।।୧।।...

Read more
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
ବିସ୍ମୃତ ବିଜୟ (ଭାଗ ୬୦)

ବିସ୍ମୃତ ବିଜୟ (ଭାଗ ୬୦)

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.