• About
  • Contact
Friday, January 23, 2026
Friday, January 23, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନବରାତ୍ରୀ ଓ ଦୁର୍ଗୋତ୍ସବ

ନବରାତ୍ରୀ ଓ ଦୁର୍ଗୋତ୍ସବ
Share on FacebookShare on Xshare on Whatsappshare on Linkedin
ପ୍ରମୋଦ କୁମାର ଦାଶ, କଟକ, ୧୫ ଅକ୍ଟୋବର ୨୦୨୩

ସର୍ବ ଦେବୀ ପୀଠ
ପୂଜା ଆରାଧୂତ
ନବ-ବେଶେ
ନବରାତ୍ରୀ,
ସର୍ବ – ଜନଗଣ
କରନ୍ତି ଦର୍ଶନ
ପ୍ରଥମରେ ଶୈଳପୁତ୍ରୀ ।

ଆହାଃ କି ପବିତ୍ର
ରୂପ ଶୋଭାବନ୍ତ
ଦିତୀୟେ ବ୍ରହ୍ମଚାରିଣୀ,
ତ୍ରୟେ ଚନ୍ଦ୍ରଘଣ୍ଟା
ଚତୁର୍ଥରେ ଦେବୀ
କୁଷ୍ମାଣ୍ଡା ଯେ’ ସଂଜୀବନୀ ।

ପଞ୍ଚମ ଦିବସେ
ସ୍କନ୍ଧମାତା ଦେବୀ
ଷଷ୍ଠ ରୂପେ କାତ୍ୟାୟନୀ,
ସ୍ନେହ-ଶ୍ରଦ୍ଧା ଆଉ
ବାତ୍ସଲ୍ୟ ମମତା
ସୁଖ-ଶାନ୍ତି ପ୍ରଦାୟିନୀ ।

ସପ୍ତମରେ ଦେବୀ
କାଳରାତ୍ରୀ ରୂପେ
ମା’ ଗୋ ଦୁର୍ଗତିନାଶିନୀ,
ଦୁର୍ନୀତି – ଅନ୍ୟାୟ
ପାପ ବିନାଶିନୀ
ସର୍ବ ସଂକଟ-ତାରିଣୀ ।

ଅଷ୍ଟମ ବେଶରେ
ଦେବୀ ମହାଗୌରୀ
ଆଶିଷ ଦିଅନ୍ତି ବୁଣି,
ଶେଷ ସିଦ୍ଧିଦାତ୍ରୀ
ଦେବୀ ଦୁର୍ଗାଙ୍କର
ନବରାତ୍ରୀର କାହାଣୀ । “

ପ୍ରମୋଦ କୁମାର ଦାଶ

ପ୍ରମୋଦ କୁମାର ଦାଶ

ରାଜ୍ୟ ସରକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶ ସେବକ ଓ ସଭାପତି : ଜନମଙ୍ଗଳ । ଗୋପାଳପୁର, ନିଶ୍ଚିନ୍ତକୋଇଲି, କଟକ
ମୋ : ୯୩୩୭୫୪୭୨୪୨

Related Posts

ମନ୍ତ୍ରୀ ସେବେର
Literature

ମନ୍ତ୍ରୀ ସେବେର

by ପ୍ରଭୁକଲ୍ୟାଣ ମହାପାତ୍ର
January 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଜାନୁୟାରୀ ୨୦୨୬ ମନ୍ତ୍ରୀଙ୍କର ଆଗେ ଥିଲା ନିଜସ୍ୱ ଚମକ, ଦକ୍ଷତାରେ ରଖୁଥିଲେ ଏ ରାଜ୍ୟର ଟେକ। ।।୧।। ରାଜ୍ୟର ପ୍ରଗତି ଥିଲା...

Read more
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.