• About
  • Contact
Tuesday, April 14, 2026
Tuesday, April 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନିରବରେ ନିରବତାରେ ନିରାପଦରେ

ନିରବରେ ନିରବତାରେ ନିରାପଦରେ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୫ ଅପ୍ରେଲ ୨୦୨୩

ତୁମେ କେତେ ଅସହାୟ
ହେ ପ୍ରକୃତି, ହେ ଈଶ୍ୱର !

ଠିକାଦାରମାନଙ୍କ ସହରରେ
କାହିଁକି ଅସହାୟ ହେଇ
ବଞ୍ଚିଥାଅ ଆଜିକାଲି

ସବୁ ଅନାମ ନିଖୋଜ
ଏ ସହରେ ଖାଲି ମରୁବାଲି
ଅଜଣା ଉପଦ୍ଵୀପରେ
ସମସ୍ତେ ନିଖୋଜ
କେଉଁଠି ଅଛ ଯେ ତମେ
ସବୁ ଏଠି କ୍ଷତର ବଜାର

ସବୁ ନିଜ ନିଜ ଖୋଳପା ଭିତରେ
ଏଠି କେହି କାହାର କେବେ ବି କେଉଁଠି
ଦେଖାହେବାର ନାହିଁ
ତୁମେ ଅଛ ତ ଥାଅ ତୁମ ମନ୍ଦିରରେ
ନିରାପଦ ନିଜତ୍ବରେ
ତୁମ ପାଚେରୀ ସେପାଖେ ଘଟୁଛି ତ ଘଟୁ
କେତେ ନା କେତେ ଦୁର୍ଘଟଣା
ତୁମେ ବଞ୍ଚି ରୁହ ଅସହାୟ ଈଶ୍ୱର
ନିରବରେ,ନିରବତାରେ !

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.