• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନୂଆଁଖାଇ ଜୁହାର

ନୂଆଁଖାଇ ଜୁହାର
Share on FacebookShare on Xshare on Whatsappshare on Linkedin
ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୨୦ ସେପ୍ଟେମ୍ବର ୨୦୨୩

ଜୁହାର
ମା’ ଇଷ୍ଟ ଦେବୀଙ୍କୁ ।

ମା’ ମାଟିକୁ
ଗାଁ ମାଟିକୁ
ଅନ୍ନ ବ୍ରହ୍ମକୁ
ଗଣ ପର୍ବକୁ ।

ଗୁରୁଜନଙ୍କୁ ଭୂମିଷ୍ଠ ଜୁହାର
ଆମନ୍ତ୍ରଣ ନିମନ୍ତ୍ରଣ,
ଲଘୁଜନଙ୍କୁ ସ୍ନେହ
ଶ୍ରଦ୍ଧା ଶୁଭେଛା ଶୁଭକାମନା ।

ଆସ ଏକାଠି ଭେଟଭାଟ ହେବା
ସେନେହ ଶ୍ରଦ୍ଧା ଖୁସି ବାଣ୍ଟିବା
ନୂଆ ପିନ୍ଧି, ନୂଆ ଖାଇବା
ଆନନ୍ଦ ଲହରିର କୋଳାହଳ ତାଳେ
ଘୁମୁରା,ଢେମସା,ମାଦଳର ତାଳେତାଳେ
ହାତରେ ହାତ ବାନ୍ଧି
ପାଦରେ ପାଦ ଛନ୍ଦି
ଏକାଠି ନାଚିବା
ନଚେଇବା, ନାଚୁଥିବା
ଏ ନୂଆଁଖାଇରୁ
ଆର୍ ବରଷ ନୂଆଁଖାଇ
ଆମ ଗଣପର୍ବ ପାଇଁ ।

କବି ଗଦାଧର ସାହୁ

କବି ଗଦାଧର ସାହୁ

ବ୍ରହ୍ମଗିରି, ପୁରୀ
ଦୂରଭାଷ + ୭୨୦୫୪୦୧୨୧୩

Related Posts

କିଛି କଥା – ୫
Literature

କିଛି କଥା – ୫

by ପ୍ରଭୁକଲ୍ୟାଣ ମହାପାତ୍ର
December 16, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୬ ଡିସେମ୍ବର ୨୦୨୫ କିଛି କଥା କୁହାଯାଏ ନରମ ଗଳାରେ ଆଉ କିଛି କଥା ପୁଣି କର୍କଶ ସ୍ୱରରେ, ଗୁଣୀଜନଙ୍କର ବାଣୀ ବିନମ୍ର ଭାବରେ...

Read more
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.