• About
  • Contact
Wednesday, February 18, 2026
Wednesday, February 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସମୟ ତ ଦିନେ ପୋଛି ଦେଇଯିବ

ସମୟ ତ ଦିନେ ପୋଛି ଦେଇଯିବ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୪ ଅପ୍ରେଲ ୨୦୨୪

ସମୟ ତ ଦିନେ ପୋଛି ଦେଇଯିବ
ହାତ ପାପୁଲିରେ ତାର
ଭଲ ପାଇବାର ଭୂମିକା ଭିତରେ
ସ୍ଵରଲିପି ଅତୀତର ।

କଅଁଳ ଘାସର ଶିଶିର ଉପରେ
ସୁରୂଜର ଲୁହ ହୋଇ
ଝରି ପଡ଼ିଥିଲି ଲୁହ ବିନ୍ଦୁ ମୁଁ
କାହାର ପରଶ ପାଇ
ସ୍ଵପ୍ନ ମୁଁ ବଉଳର
ସମୟ ତ ଦିନେ ପୋଛି ଦେଇଯିବ
ହାତ ପାପୁଲିରେ ତାର ।

ଋତୁଗନ୍ଧା ମୁଁ ବସୁନ୍ଧରା
ଶାମୁକାର ଲୁହ ଧାର
ଭଲ ପାଇବାର ଭୂମିକା ଭିତରେ
ସ୍ଵରଲିପି ଅତୀତର ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

ଅସାମାନ୍ଯ ଯୁଧୂଷ୍ଠିର
Literature

ଅସାମାନ୍ଯ ଯୁଧୂଷ୍ଠିର

by ପ୍ରଭୁକଲ୍ୟାଣ ମହାପାତ୍ର
February 18, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ଫେବୃଆରୀ ୨୦୨୬ ବିଧାନସଭାକୁ ପ୍ରଥମଥର ଲାଗି ନିର୍ବାଚିତ ହୋଇ ମର୍ଯ୍ୟାଦାଜନକ ବାଚସ୍ପତି ଆସନ ଅଳଙ୍କୃତ କରିଥିବା ଯୁଧୂଷ୍ଠିର ଦାସ ଅନେକ ଦୃଷ୍ଟିରୁ...

Read more
ଓଦା

ଓଦା

February 16, 2026
ଅନୁଭୂତି ପାଠ

ଅନୁଭୂତି ପାଠ

February 15, 2026
ଦେଖିବାକୁ ଇଚ୍ଛା

ଦେଖିବାକୁ ଇଚ୍ଛା

February 10, 2026
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.