• About
  • Contact
Thursday, June 25, 2026
Thursday, June 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶରଧାବାଲି : ପିଲାଦିନ

ଶରଧାବାଲି : ପିଲାଦିନ
Share on FacebookShare on Xshare on Whatsappshare on Linkedin
ଶୈଳବାଳା ମହାପାତ୍ର, ପୁରୀ, ୧୩ ଜୁନ୍ ୨୦୨୩

କୋଉ ବାଲି କଥା ପଚାରୁଛ ?
ମୋ ଚାରିପଟେ ତ ଖାଲି ବାଲି ଆଉ ବାଲି
ବାଲିର ଜଞ୍ଜାଳ
ଖରାର ଦହଗଞ୍ଜ
ପାଦରେ ଚପଲ ନାଇଁ
ତାତି ଅସମ୍ଭାଳ !

ଲଙ୍ଗଳା ପାଦ ପଇଁତରା କରିଛି କେତେ
ବଡ଼ଶଙ୍ଖରୁ ଗୁଣ୍ଡିଚା ଘର
ରଥଙ୍କର ଦକ୍ଷିଣୀ ମୋଡ଼
ଚକରେ ଦୋଳିଖେଳ
ବାଲିରେ ପୋତିଛି ଗୋଡ଼
ଗଢିଛି ଦେଉଳ
ବାଲିରେ ରନ୍ଧା କେତେ ଭାତ ତୁ’ଣ
ବାଲି ତଳେ ଏବେବି ମହମହ
ଗୋଟେ ପିଲାଦିନ !

ବିସ୍ତୃତ ବାଲିରେ ଦୋହଲୁଥାଏ
ଅପରାହ୍ନ ଛାଇ
ଖୋଜୁଥାଏ ଛବିଟିଏ
ସେଲୁଆର୍ କମିଜରେ ବେଣୀବନ୍ଧା ଝିଅର
ହୁଏତ ଦରଜ ଦରାଣ୍ଡୁଥିବ ପଛଦିନ
ଶ୍ରଦ୍ଧାର ନଗ୍ରରେ
ବାଲିତଳେ !!

ଶୈଳବାଳା ମହାପାତ୍ର

ଶୈଳବାଳା ମହାପାତ୍ର

ବିଶିଷ୍ଟ କବି ଓ ସାହିତ୍ୟିକ, ଦୂରଭାଷ ନଂ ୭୦୦୮୫୮୬୫୦୧

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.