• About
  • Contact
Wednesday, July 16, 2025
Wednesday, July 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶରତ କର ଅମର ରହେ

ଶରତ କର ଅମର ରହେ
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୫ ସେପ୍ଟେମ୍ବର ୨୦୨୩

କେତେ କାଳ ପରେ ମାହାଙ୍ଗା ମାଟିରେ
ଆସିଥିଲ ରତ୍ନଗର୍ଭା ।
ତୁମ କସ୍ତୁରୀରେ ମହକାଇ ଦେଲ
ଝୁରେ ବୁଢ଼ା ଠାରୁ ଯୁବା ।।

ମାହାଙ୍ଗା ମାଟିରେ ଗ୍ରାମେ ଗ୍ରାମେ ବୁଲି
ଦେଲ କେତେ ନୂଆ ବାର୍ତ୍ତା ।
ଚକ୍ରହଳ ଧାରୀ ସାଜି ଥିଲ ତୁମେ
ବୁଝୁଥିଲ ବିଜୁ ବ୍ୟଥା ।।

ପ୍ରବାଦ ପୁରୁଷ କହୁଥିଲେ ସଦା
ଶରତ ମୋ ପ୍ରାଣକେନ୍ଦ୍ର ।
ସମକକ୍ଷ ତାଙ୍କ ଦିଶେ ନାହିଁ କେହି
ସିଏ ଏକ ମୋର ନେତ୍ର ।।

କେତେ କୀର୍ତ୍ତିରାଜି ରଚିଲେ ଆପଣ
ଓଡ଼ିଶାର ପୁର ପଲ୍ଲୀ ।
ଲାଲ ବାହଦୁର ଶାସ୍ତ୍ରୀ କୁଆଡ଼େ
ଡକାଇଲେ ତାଙ୍କୁ ଦିଲ୍ଲୀ ।।

ସବୁ ତୁଚ୍ଛ କରି ଓଡ଼ିଶାର ପାଇଁ
ଇତିହାସ ସୃଷ୍ଟି କଲ ।
ମନ୍ତ୍ରୀ ପଦେ ଥାଇ କେତେ ଗରିବଙ୍କ
ଭାଗିରଥ ସାଜି ଥିଲ ।।

ମାଟିର ମଣିଷ ମାଟିରେ ମିଶିଲେ
ନୁହଁଇ ବିଚିତ୍ର କଥା ।
କର୍ମ ଏକା ତାଙ୍କ ଅମର ରହିଛି
ହୃଦୟେ ଦିଅଇ ବ୍ୟଥା ।।

ଆଉ ଥରେ ଆସ ଆମ ଗହଣକୁ
ନୂଆ ଏକ ଜନ୍ମ ନେଇ ।
ଆମେ ରହିଅଛୁ ଲୋତକ ନୟନେ
ତୁମରି ବାଟକୁ ଚାହିଁ ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ଶାସନ ବ୍ୟବସ୍ଥା
Literature

ଶାସନ ବ୍ୟବସ୍ଥା

by ପ୍ରଭୁକଲ୍ୟାଣ ମହାପାତ୍ର
July 15, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୫ ଜୁଲାଇ ୨୦୨୫ ଆମ ଶାସନ ଏଭଳି ହୋଇଛି, ଶିଳ୍ପପତି ଧନୀ ହୋଇ ଯାଉଛି । ନେତା କୋଟିପତି ଖାଲି ହେଉଛି, ଚାଷୀ...

Read more
ପିଲାମାନେ (ଭାଗ ୩୫)

ପିଲାମାନେ (ଭାଗ ୩୫)

July 14, 2025
କବିତାର ପକ୍ଷୀ

କବିତାର ପକ୍ଷୀ

July 13, 2025
ମୁସାଫେର

ମୁସାଫେର

July 8, 2025
ସତରେ ଏମିତି ହୁଅନ୍ତା କି-୧୭

ସତରେ ଏମିତି ହୁଅନ୍ତା କି-୧୭

July 7, 2025
ଶେଷ ବସନ୍ତର ଚିଠି (ଭାଗ ୩୪)

ଶେଷ ବସନ୍ତର ଚିଠି (ଭାଗ ୩୪)

July 7, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.