• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସେ ଏବଂ ଏ…।

ସେ ଏବଂ ଏ…।
Share on FacebookShare on Xshare on Whatsappshare on Linkedin
ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୨୧ ଅଗଷ୍ଟ ୨୦୨୫

ସେ ଆଖିର ଲୁହ ଏ ଆଖିରେ ଥରେ
ଦିଅ ମୋତେ ବୋହିବାକୁ
ସେ ଓଠର କଥା ଏ ଓଠରେ ଥରେ
ଦିଅ ମୋତେ କହିବାକୁ।

ସେ ମନର କଥା ଏ ମନରେ ଥରେ
ଦିଅ ମୋତେ ପଢିବାକୁ
ସେ କଣ୍ଠର ଗୀତ ଏ କଣ୍ଠରେ ଥରେ
ଦିଅ ମୋତେ ଗାଇବାକୁ।

ସେ ଜୀବନ ଦୁଃଖ ଏ ଜୀବନେ ମୋର
ଦିଅ ଥରେ ଭୋଗିବାକୁ
ସେ ପ୍ରାଣ ପିପାସା ଏ ପ୍ରାଣରେ ଥରେ
ଦିଅ ମୋତେ ମାରିବାକୁ।

ସେ ତନୁ ମନର ପ୍ରିତୀ ବାରିଦ କୁ
ଦିଅ ଥରେ ବର୍ଷିବାକୁ
ସେ ହୃଦ ଜ୍ବଳନ ଜଳିବାକୁ ଥରେ
ଦିଅ ମୋତେ ହୃଦୟକୁ।

ସଚ୍ଚିଦାନନ୍ଦ ବେହେରା

ସଚ୍ଚିଦାନନ୍ଦ ବେହେରା

ଯୁଗ୍ମ ନିର୍ଦ୍ଦେଶକ
କୋଷାଗାର୍ ପରିଦର୍ଶନ ଓ ନିର୍ଦ୍ଦେଶାଳୟ
ଭୁବନେଶ୍ୱର
ଫୋନ୍ +୯୧୬୩୭୦୩୨୭୯୨୯

Related Posts

‌ତାରକ ଦା’ (ଭାଗ ୫୪)
Literature

‌ତାରକ ଦା’ (ଭାଗ ୫୪)

by Manas Ranjan Mahapatra
December 16, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ଡିସେମ୍ବର ୨୦୨୫ ଆଜିକାଲି ମୋର ତାରକ ଦା’ କଥା ଭାରି ମନେପଡ଼େ। ତାରକ ମୁଖାର୍ଜୀ କେବେ ନୂଆଖାଲି ଦଙ୍ଗାରେ ବାପାମାଆଙ୍କୁ...

Read more
କିଛି କଥା – ୫

କିଛି କଥା – ୫

December 16, 2025
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.