• About
  • Contact
Friday, June 13, 2025
Friday, June 13, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସ୍ୱପ୍ନ ବିଭୋର ଜହ୍ନ ରାତି

Indian Friends and their Morals
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୭ ଅଗଷ୍ଟ ୨୦୨୩

ସ୍ଵପ୍ନ ବିଭୋର ଜହ୍ନ ରାତିରେ
ମୋ ଗାଆଁ ପଡ଼ିଛି ଶୋଇ
କୋଟିକମ ତାର ଆଖି ପାଖୁଡ଼ାରେ
ଅକୁହା ସପନ ନେଇ ।

ମମତା ଏଠାରେ ମହାନଦୀ ହୋଇ
ଅବିରତ ଯାଏ ବହି
ଶତ ସୋହାଗର ସ୍ମୃତି ବିଜଡ଼ିତ
ମାଟିର ସରଗ ପୂଇଁ ।

ଗାଉଁଲୀ ନଈର ହାତ ପାପୁଲିରେ
ଜହ୍ନ ରାତିର ଛାଇ
କେତେ କଥା ଥିଲା କହିବାକୁ ତାରେ
କିଛି କହିପାରି ନାହିଁ ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ
Literature

ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

by ଦେବେନ୍ଦ୍ର କୁମାର ସାହୁ
June 11, 2025

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ଜୁନ ୨୦୨୫ ହେ ଲୀଳାମୟ ପ୍ରଭୁ ପରଂବ୍ରହ୍ମ ବିଜୟ ସ୍ନାନ ମଣ୍ଡପରେ ସେ ମଣ୍ଡପ ଧନ୍ୟ ବରଷକେ ଥରେ ତୁମକୁ...

Read more
ବିକଶିତ ଓଡ଼ିଶା

ବିକଶିତ ଓଡ଼ିଶା

June 10, 2025
ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

June 9, 2025
ଯାହା କହିବାର ଅଛି

ଯାହା କହିବାର ଅଛି

June 9, 2025
କାବ୍ୟ ଗଡ଼ର ନାୟକ

କାବ୍ୟ ଗଡ଼ର ନାୟକ

June 6, 2025
ଆହେ ମହାବାହୁ

ଆହେ ମହାବାହୁ

June 3, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.