• About
  • Contact
Sunday, November 16, 2025
Sunday, November 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମରି ଗାଁରେ ମୋ ଘର ଫକୀରମୋହନ

ତୁମରି ଗାଁରେ ମୋ ଘର ଫକୀରମୋହନ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୨ ମାର୍ଚ୍ଚ ୨୦୨୩

ତୁମରି ଗାଁରେ ମୋ ଘର
ତୁମରି ଭୂମିରେ ମୋ ଘର
ଫକୀରମୋହନ ।

ମଲ୍ଲିକାଶପୁର ଆକାଶରେ,
ବୁଢ଼ାବଳଙ୍ଗ ପଠାରେ
ଏବେ ମଧ୍ୟ କବିତାର ଗୁଣୁ ଗୁଣୁ ।
ବାଲେଶ୍ଵର ମାଟିରେ
ତୁମ ସ୍ଵପ୍ନକୁ ପୋତିଦେଇ
ଅପେକ୍ଷା କରୁଥୁଲ
ସମ୍ପ୍ରାନ୍ତ ଓଡ଼ିଆ ଭାଷା
ଭାରତର ଦିଗଦିଗନ୍ତ
ବ୍ୟାପିଯିବ
ବୁଢ଼ାବଳଙ୍ଗ ଦେଇ ଗଲାବେଳେ
ତମ ନିଷ୍ପରୁଣ ପିଲାଦିନ
ଅକସ୍କାତ ଆଗରେ ଠିଆ ହୋଇଯାଏ ।
“ଅଝାଲ ସିଲାଇ ନିମାକ ମହଲ” ତଳେ
ପିଲାଦିନ ଗୁମୁରି ଗୁମୁରି କାନ୍ଦେ ।
ମୋ ଭାଷା
ସ୍ଵାଭିମାନୀ ମଣିଷର ଭାଷା
ମୋ ଭାଷାର ମହକରେ ମୁଁ ଆଜି ବିଭୋର
ମୟୂରର ପୁଚ୍ଛପରି
ରଙ୍ଗ ମୋ ଭାଷାର ।

ତମରି ଗାଁରେ ମୋ ଘର ଫକୀରମୋହନ
ତମରି ମାଟିରେ ମୋ ଘର ।
ଧନ୍ୟ ତମେ ଫକୀରମୋହନ

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

Address
Literature

Address

by Sudipta Mishra
November 15, 2025

Sudipta Mishra, Puri, 15 November 2025 I wandered into the world of my fancy, Traced strange faces there- Everybody seemed...

Read more
କିଛି କଥା

କିଛି କଥା

November 11, 2025
ଗାନ୍ଧୀ ସ୍ମୃତି

ଗାନ୍ଧୀ ସ୍ମୃତି

November 6, 2025
ଅନନ୍ତ ଜୀବନଯାତ୍ରର ଆରମ୍ଭ (ଭାଗ ୪୮)

ଅନନ୍ତ ଜୀବନଯାତ୍ରର ଆରମ୍ଭ (ଭାଗ ୪୮)

November 4, 2025
ଉପନିର୍ବାଚନ : ସେବେ ଓ ଏବେ

ଉପନିର୍ବାଚନ : ସେବେ ଓ ଏବେ

October 28, 2025
ପୁଣିଥରେ କାଳୀଚରଣ ଦାସ (ଭାଗ ୪୭)

ପୁଣିଥରେ କାଳୀଚରଣ ଦାସ (ଭାଗ ୪୭)

October 28, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.