• About
  • Contact
Wednesday, January 21, 2026
Wednesday, January 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତମେ ଗାଇଥିଲ ପ୍ରୀତିର ଗଜଲ

ତମେ ଗାଇଥିଲ ପ୍ରୀତିର ଗଜଲ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧ ସେପ୍ଟେମ୍ବର ୨୦୨୪

ତମେ ଗାଇଥିଲ ପ୍ରୀତିର ଗଜଲ
ମଣିକର୍ଣ୍ଣିକା ହୋଇ
ତମେ ଲେଖିଥିଲ ସ୍ମୃତିର କବିତା
ସବୁ ଅନୁରାଗ ଦେଇ।

ତମେ ଲେଖିଥିଲ ପ୍ରୀତି ଝଲମଲ
ସୋରିଷ ଫୁଲର ଗାଆଁ
ତମେ ଜାଳିଥିଲ ଫଗୁଣ ବୁକୁରେ
ପଳାଶ ଫୁଲର ନିଆଁ ।

ତମେ ପୋଛିଦେଲ ମୋ ମନରୁ ସବୁ
ଦୁଃଖର ଘନଘଟା
ମଣିକର୍ଣ୍ଣିକା ଅୟୀ କଲ୍ୟାଣୀ
ପ୍ରଥମ ସ୍ବପ୍ନ ରେଖା ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)
Literature

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

by Manas Ranjan Mahapatra
January 20, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୦ ଜାନୁୟାରୀ ୨୦୨୬ ୧୯୭୮ ମସିହା। ମୁଁ ସେତେବେଳେ ସାମନ୍ତ ଚନ୍ଦ୍ରଶେଖର କଲେଜରେ ବି. ଏ. ଫାଷ୍ଟ ଇଅରରେ ପଢୁଥାଏ। ଭଦ୍ରକରୁ...

Read more
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
ଗଣତନ୍ତ୍ର ଶାସନ ଚାଲିଛି

ଗଣତନ୍ତ୍ର ଶାସନ ଚାଲିଛି

January 13, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.