• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମେ ନଥିଲେ

ତୁମେ ନଥିଲେ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୩୧ ଅଗଷ୍ଟ ୨୦୨୫

ସାରା ସଂସାର ଲୁଚେଇ ଲୁଚେଇ
କାନ୍ଦୁଥିଲା
ତମେ ନଥିଲ
କେତେବେଳେ ଚାଲି ଯାଉଥିଲ।
ନିର୍ବାକ ହୋଇ ଯାଇଥିଲେ ତୁମର
ପ୍ରିୟ ମଣିଷମାନେ।
ସେମାନେ ଜାଣି ନଥିଲେ
ଏତେ ଶୀଘ୍ର ଚାଲିଯିବ ବୋଲି ତମେ
ଯିବାବେଳ ହୋଇ ନଥିଲା
ମୁଁ ଜାଣିଥିଲି
ଯିବା ବେଳ ହେଲେ
କିଏ ଅଟକାଇ ପାରିବ କାହାକୁ
ତୁମେ ମୋତେ
ନା ମୁଁ ତୁମକୁ।
କାହିଁ କିଛି ତ ନେଲନି ସାଙ୍ଗରେ
ତମ ପ୍ରିୟ ବହି
ପ୍ରିୟ କବିତା
ସେମିତି ମୁମୂର୍ଷୁ ଭାବରେ
ପଡ଼ି ରହିଛନ୍ତି
ବହି ଥାକରେ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.