• About
  • Contact
Thursday, January 22, 2026
Thursday, January 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭଲପାଇବାର ପୋଥି

ଭଲପାଇବାର ପୋଥି
Share on FacebookShare on Xshare on Whatsappshare on Linkedin
ସୁଚରିତା ମହାନ୍ତି, କଟକ, ୧୭ ମାର୍ଚ୍ଚ ୨୦୨୩

ମୋ ଚେହେରା ତୋ ପାଇଁ
ଅଶୁଭ ହେଲା ବୋଲି
ତୁ ମୋ ଠାରୁ ଦୂରେଇ ଗଲୁ

ମୋ ନାଁ ଧରିଲେ
ତୋତେ ପାପ ଛୁଇଁଲା ବୋଲି
ତୁ ନିରବରେ ରହିଗଲୁ

ତୁ ଖୁସି ରେ ଅଛୁ ବୋଲି
ମୁଁ ଖୁବ୍ ଖୁସି ହେଲି
ମୋ ଖୁସି ତୋତେ
ବରଦାସ୍ତ ହେଲାନି ବୋଲି
ବହୁ ବାର ଧିକ୍କାରିଲୁ

ଏମିତି ବି ହୋଇପାରେ
ଇୟେ ବୋଧେ ଗୋଟେ
ଭଲପାଇବା ର ପୋଥି

ଯାହା ମୋ ପାଇଁ ଅସାଧ୍ୟ ଥିଲା
ତୁ ତାକୁ ପଢ଼ି ପାଢି଼
ବେଶ୍ ଆରାମରେ
ସବୁ ପୃଷ୍ଠା ଶେଷ କରିଦେଲୁ ।।

ସୁଚରିତା ମହାନ୍ତି

ସୁଚରିତା ମହାନ୍ତି

ଶ୍ରୀରାମ ଚଂଦ୍ର ଭଞ୍ଜ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦିକା, ଭଞ୍ଜଦୀପ ପତ୍ରିକା ରେ ସମ୍ପାଦିକା, କବି, ଗାଳ୍ପିକା, ଔପନ୍ୟାସିକା, ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ କବିତା, ଗଳ୍ପ, ପ୍ରବନ୍ଧ, ସଂଗଠିକା ।

Related Posts

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)
Literature

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

by Manas Ranjan Mahapatra
January 20, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୦ ଜାନୁୟାରୀ ୨୦୨୬ ୧୯୭୮ ମସିହା। ମୁଁ ସେତେବେଳେ ସାମନ୍ତ ଚନ୍ଦ୍ରଶେଖର କଲେଜରେ ବି. ଏ. ଫାଷ୍ଟ ଇଅରରେ ପଢୁଥାଏ। ଭଦ୍ରକରୁ...

Read more
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
ଗଣତନ୍ତ୍ର ଶାସନ ଚାଲିଛି

ଗଣତନ୍ତ୍ର ଶାସନ ଚାଲିଛି

January 13, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.